ସଜାଡ଼ିବା ବଦଳରେ ଗଛରେ ବନ୍ଧାପଡ଼ିଛି ଟ୍ରାନ୍ସଫର୍ମର
ଗଛରେ ବନ୍ଧା ହୋଇଛି ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ସଜାଡିବା ବଦଳରେ ଗଛରେ ବନ୍ଧା ଯାଇଛି । ଯାହାକି ବିପଦକୁ ଆମନ୍ତ୍ରଣ କରିବା ସହ ସମାନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ବିଦ୍ୟୁତର ଲୁଚକାଳି ଖେଳରେ ଅତିଷ୍ଠ ହୋଇପଡିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତକାଟ ହେଉଥିବା ବେଳେ!-->…