Odia News Portal
Yearly Archives

2023

ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ସ୍ଥିତିର ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିଛନ୍ତି। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଳୁରୁ – ହାୱଡା ଏକ୍ସପ୍ରେସରେ ପଶ୍ଚିମବଙ୍ଗର ଅନେକ

ଭୟଙ୍କର ରେଳ ଦୁର୍ଘଟଣା, ୨୮୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସିବେ । ମୋଦୀ ପ୍ରଥମେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାସ୍ଥଳ ଯିବେ ଓ ସେଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବେ । ଏହାପରେ ସେ ବାଲେଶ୍ବର ଓ କଟକ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ: ଏବେ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ

ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହ । ଆଗକୁ

ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌

ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌ । ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଆସିବାକୁ ଚାହୁଁଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ଆଣିବାକୁ ଆସିବେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଗୁରୁବାର ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇଟି ଭିନ୍ନଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା

ଦେଶଦ୍ରୋହ ଆଇନକୁ ଉଚ୍ଛେଦ ନ କରିବାକୁ ଆଇନ କମିଶନର ସୁପାରିସ

ଦେଶଦ୍ରୋହ ଅପରାଧ ସହ ଜଡିତ ଦଣ୍ଡବିଧାନ ବ୍ୟବସ୍ଥାକୁ ଆଇନ କମିଶନ ସମର୍ଥନ କରିଛି । ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦେଶର ସୁରକ୍ଷା ତଥା ଅଖଣ୍ଡତା ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି କମିଶନ ଏହାର ରିପୋର୍ଟରେ କହିଛି । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ମେ, ୨୦୨୨ ନିର୍ଦ୍ଦେଶ

କୁସ୍ତିଯୋଦ୍ଧାଙ୍କୁ ମିଳିଲା ବିଜେପି ସାଂସଦଙ୍କ ସମର୍ଥନ

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ କେନ୍ଦ୍ରର ଶାସକ ଦଳ ବିଜେପି ନିରବ ରହିଛି ‌‌। ହେଲେ ନିଜ ଦଳର ଲାଇନରୁ ହଟି ମହାରାଷ୍ଟ୍ରର ବିଜେପି ସାଂସଦ ପ୍ରୀତମ ମୁଣ୍ଡେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ।

ରାତି ୧୦ରୁ କାଲି ଦିନ ୨ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ଆଜି ରାତି ୧୦ଟାରୁ କାଲି ଦିନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ । ଦେବସ୍ନାନ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ଢିଲା ଡ୍ୟୁଟି ଯୋଗୁଁ ଖସିଲା ସାଜନ୍‌

ଏସିସିବି ମେଡିକାଲରୁ ଚିକିତ୍ସାଧୀନ ଥିବା କଏଦୀ ଫେରାର ଘଟଣା । ଘଟଣା । କଏଦୀ ସାଜନ ଫେରାର ନେଇ ଚୌଦ୍ୱାର ଜେଲରଙ୍କ ସୂଚନା । ସାଜନ ଫେରାର ନେଇ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । କେଉଁ ପରିସ୍ଥିତିରେ ଫେରାର ହେଲା,ତଦନ୍ତ ଚାଲିଛି । ଡ୍ୟୁଟିରେ ସିଫ୍ଟ ଅନୁଯାୟୀ ଜେଲର ୩ ଜଣ କର୍ମଚାରୀ ଥିଲେ ।