Odia News Portal
Yearly Archives

2023

ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି

ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବିରୋଧୀ ସମର୍ଥନ ଜଣାଇଥିଲେ ।

ଝାରସୁଗୁଡ଼ାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 ଆଜି ଅପରାହ୍ନ ୩:୦୫ ମିନିଟ ସମୟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସି ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ବିମାନବନ୍ଦରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଝାରସୁଗୁଡ଼ା ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହୋଇଛନ୍ତି ଶାସକ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ । ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ସାଲୁଗା ପ୍ରଧାନ ଉପବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ। ସାଲୁଗା ପ୍ରଧାନ ବିଧାନସଭାକୁ ଦୁଇ ଦୁଇ ଥର

ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ହାତୀ ଆକ୍ରମଣରେ ଗଜସାଥି ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥିଜଣକ ହେଉଛନ୍ତି ରବି ମାଝୀ | ବୁଦେଲଗୁମା ଗାଁ ନିକଟକୁ ଦଶଟି ଜଙ୍ଗଲି ହାତୀ ଚାଲି ଆସିଥିବା ନେଇ ବନ

ଉତ୍ତରାଖଣ୍ଡ ଟନେଲ ଅଘଟଣକୁ ବିତିଲା ୮ ଦିନ, ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବିଦେଶରୁ ଆସିବେ ବିଶେଷଜ୍ଞ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡ଼ିବା ଘଟଣାକୁ ୮ ଦିନ ବିତିଲା । ତଥାପି ଫସି ରହିଥିବା ଶ୍ରମିକଙ୍କୁ ବାହାର କରାଯାଇ ପାରିନାହିଁ । ଟନେଲ୍ ଭିତରେ ୪୦ ନୁହେଁ ୪୧ ଶ୍ରମିକ ଫସିଥିବା ଜଣାପଡ଼ିଛି । ଏତେ ଦିନ ଭିତରେ ରହିବା ଯୋଗୁଁ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ଆଶଙ୍କା

ହାତୀ ଦାନ୍ତ ଜବତ: ୪ ଗିରଫ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝରଠାରେ ବନ ବିଭାଗ କର୍ମଚାରୀ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି। ତେବେ ଅନ୍ୟ ୨ ଆସାମୀ ଖସି ଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ପୋଡ଼ାଡିହା ଅଞ୍ଚଳରୁ ହାତୀ ଦାନ୍ତ ବିକ୍ରି ପାଇଁ ଆସୁଥିବା ଖବର ବନ

ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଆସନ୍ତାକାଲି ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ୟ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି

ଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏପରି ଚେତାବନୀ ଦେଲେ ବିସିସିଆଇ ସଭାପତି

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲ ଖେଳାଯିବ । ଭାରତୀୟ ଦଳ ୧୨ ବର୍ଷ ପରେ ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଅଣ୍ଟା ଭିଡ଼ିଛି । କିନ୍ତୁ ସାମ୍ନାରେ ରହିଛି ପାଞ୍ଚ ଥରର ବିଜେତା ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ରୋମାଞ୍ଚକ ମୁକାବିଲା ହେବ ବୋଲି ଆଶା

ଭାରତ ଆହ୍ବାନ ପାଇଁ ପ୍ରସ୍ତୁତ : କମିନ୍‌ସ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ପିଚ୍‌କୁ ନେଇ କୌଣସି ଚିନ୍ତା ନାହିଁ। ପିଚ୍‌ ଦୁଇ ଦଳ ପାଇଁ ସମାନ ଉପଯୋଗୀ ହେବ। ଉକ୍ତ ପିଚ୍‌ ବ୍ୟାଟିଂ କିମ୍ବା ବୋଲିଂକୁ ସୁହାଇବା ବୋଲି ଭାବିବା ଅନୁଚିତ। ପିଚ୍‌ ଯାହା ବ୍ୟବହାର ଉପଯୋଗୀ ହେବ ତାହା ଦୁଇ