ଆଇପିଏସ ସ୍ତରରେ ଅଦଳ ବଦଳ
ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ । ୫ ଜିଲ୍ଲାର ଏସ୍ପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି କରାଯାଇଛି । ମିତ୍ରମାନୁ ମହାପାତ୍ର ହେଲେ ରାଉଲକେଲା ଏସ୍ପି,ବି.ଗଙ୍ଗାଧର ହେଲେ ମୟୂରଭଞ୍ଜ ଏସ୍ପି,ମୁକେଶ କୁମାର ଭାନୁ ହେଲେ ସମ୍ବଲପୁର ଏସ୍ପି,ନୀତିନ କୁଶେଲକର ହେଲେ କେନ୍ଦୁଝର ଏସ୍ପି,ରିଷିକେଶ!-->…