ଝାରସୁଗୁଡ଼ା ଉପନିର୍ବାଚନ: ୧୬ତମ ରାଉଣ୍ଡରେ ବିଜେଡି ଆଗୁଆ
ଝାରସୁଗୁଡ଼ା ଉପନିର୍ବାଚନର ୧୬ତମ ରାଉଣ୍ଡ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୨୩୯୫ ଭୋଟରେ ଆଗୁଆ ଅଛନ୍ତି। ୧୬ତମ ରାଉଣ୍ଡରେ ବିଜେଡିକୁ ୯୪୩୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୫୧୯୩୧ ଟି ଭୋଟ୍।!-->…