Odia News Portal
Yearly Archives

2023

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ : ୨ଦିନ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ । କେନ୍ଦ୍ର ସରକାରରେ ପଡ଼ିରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିବେ । ତେବେ ଏହି ଗସ୍ତ ସମୟରେ ସେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ ।

ଝାରସୁଗୁଡ଼ା ଉପନିର୍ବାଚନ: ଭୋଟଦାନ କେନ୍ଦ୍ରରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ବୁଥ୍‌ରେ

କାଲି ଝାରସୁଗୁଡା ଭୋଟ : ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ଅବାଧ, ନିରପେକ୍ଷ ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୮୧୪ଜଣ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୫୫ ଜଣ ପୁଲିସ ଅଧିକାରୀ, ୧୭ ପ୍ଲାଟୁନ୍‌‌ ସଶସ୍ତ୍ର

ମେ’ ୧୫ରୁ ଗଡ଼ିବ ପୁରୀ-ହାଓ୍ୱଡା ବନ୍ଦେ ଭାରତ ଟ୍ରେନ୍

ରଥଯାତ୍ରା ପୂର୍ବରୁ ଓଡିଶାବାସୀଙ୍କୁ ଭେଟି । ଦୀର୍ଘ ଦିନର ଥିବା ଅପେକ୍ଷାର ହେଲା ଅନ୍ତ । ଓଡିଶାରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ମେ ୧୫ରୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ପୁରୀରୁ ହାଓ୍ୱଡ଼ା ଚାଲିବ ବନ୍ଦେ ଭାରତ ଟ୍ରେନ୍ । ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍ର ସରିଛି ଟ୍ରାଏଲ୍ ରନ୍ ।ଖବର

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଅପରାହ୍ନ ୫ଟାରେ ମୋହନା ମିନି ଷ୍ଟାଡିୟମ ହେଲିପାଡ୍‌ରେ ପହଞ୍ଚିଥିଲେ । ଏହାପରେ ସରକାରଙ୍କ ପରିକଳ୍ପନାରେ ଥିବା ବ୍ରହ୍ମପୁର ଜୟପୁର ବିଜୁ ଏକ୍ସପ୍ରେସୱେର ଅନୁଧ୍ୟାନ କରିଥିଲେ । ଅପରାହ୍ନ ସାଢେ

ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ ଜେଲ

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌(୧)ଙ୍କ କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି ହୋଇଛି। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ଇସଲାମାବାଦ ହାଇକୋର୍ଟକୁ ହାଜିରା ପାଇଁ ଯାଇଥିବା ବେଳେ ତାଙ୍କୁ ପାକ୍ ରେଞ୍ଜର୍ସ ଗିରଫ କରିଛନ୍ତି। ଇମ୍ରାନଙ୍କ ଦଳ ‘ପିଟିଆଇ’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ତାଙ୍କୁ କେଉଁ ମାମଲାରେ ଗିରଫ ରଖାଯାଇଛି,

ପୁରୀ ଆଇଟିଆଇରେ ଆପ୍ରେଣ୍ଟିସିପ୍ ମେଳା

ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ମେଳା ର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ।

ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ,୩ ମାଓବାଦୀ ମୃତ

ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ରେ ୩ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଡିଏସପି ଆହାତ ହୋଇ ବଲାଙ୍ଗୀର ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ଆଜି ଭୋର୍ ସମୟରେ ପୋଲିସ ଓ

ଲାଞ୍ଚ ନେବା ଭିଡିଓ ଭାଇରାଲ୍, ନିଲମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ

କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଭିଡିଓ ଭାଇରାଲ୍ ଘଟଣାରେ କାର୍ୟ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ବୈପାରୀଗୁଡା ବ୍ଲକ୍ ମାଠପୋଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ।ଖେଳ ପଡିଆ କାମର ବିଲ୍ କରିବା ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ହୋଇଥିଲା । ମାଠପୋଡା ପଞ୍ଚାୟତରେ କାର୍ୟ୍ୟରତ