Odia News Portal
Yearly Archives

2023

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନରେ ଟ୍ରେନ ବଗିରୁ ନବଜାତ ଉଦ୍ଧାର

ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଟ୍ରେନ ବଗିରୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରଶାନ୍ତି ଏକ୍ସପ୍ରେସର ଜେନେରାଲ ବଗିର ଏକ ଡଷ୍ଟବିନ୍‌ରୁ ଶିଶୁପୁତ୍ର ଉଦ୍ଧାର ହୋଇଛି। ନବଜାତକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଖବର ଦେଇଥିଲା ଆରପିଏଫ୍ । ପରେ ନବଜାତ ଶିଶୁକୁ

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ : ଦୋଷ ଛଡେଇ ଦେଲା ଟାଟା ପାୱାର

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ । ସମାବର୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି

 ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରସ୍ଥ ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି।ସୂଚନା ଅନୁଯାୟୀ , କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ

ଆସନ୍ତୁ ଜାଣିବା ମୃତ୍ୟୁ ପରେ କେମିତି ନଷ୍ଟ ହୁଏ ମଣିଷ ଶରୀର

ମନୁଷ୍ୟ ପୃଥିବୀର ଶ୍ରେଷ୍ଠ ପ୍ରାଣୀ | ସବୁବେଳେ ମଣିଷ ଚାହେଁ ଭଲ ପିନ୍ଧିବା ,ଭଲ ଖାଇବା, ସୁନ୍ଦର ଦେଖାଯିବା ଏହା ପ୍ରତ୍ୟେକ ମଣିଷର ଇଛା ଥାଏ | ସେଥିପାଇଁ ଅନେକ କୌଶଳ ଆପଣେଇଥାଏ ମନୁଷ୍ୟ | କଥାରେ ଅଛି ଧନ, ଜନ ,ଯୌବନ ଏସବୁ ଚିରସ୍ଥାୟୀ ନୁହେଁ | ଏସବୁ ଜାଣି ମଧ୍ୟ ମନୁଷ୍ୟ ମନରେ ଅନେକ

ବ୍ଲଡପ୍ରେସର କଣ୍ଟ୍ରୋଲ୍ କରିଥାଏ ଏହିସବୁ ଖାଦ୍ୟ

ହାଇ ବ୍ଲଡ୍ ପ୍ରେସର । ଯାହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଅଜିକାଲି ପ୍ରାୟ ସମସ୍ତେ ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ । କମ୍ ବୟସ୍କଙ୍କଠାରେ ବି ଉଚ୍ଚ ରକ୍ତଚାପ ଥିବା ନଜିର ରହିଛି । ସମୟ ସହ ବଢୁଥିବା ବ୍ଲଡପ୍ରେସର ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି

୩,୦୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୩୦୦୦ ତଳକୁ ଚାଲି ଆସିଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇ ୩୧,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୫ରୁ ଊର୍ଦ୍ଧ୍ବ ଆହତ

ଏକ ଏକୋଇସିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ ଏକ କିର୍ତ୍ତନ ଦଳ । କାର୍ଯ୍ୟକ୍ରମ ସରିବା ପରେ ଆଜି ଏକ ଟାଟା ଏସି କରି ଗ୍ରାମକୁ ଫେରୁଥିଲେ । ହେଲେ ବାଟରେ ଘଟିଲା ସଡକ ଦୁର୍ଘଟଣା । ଡ୍ରାଇଭରର ଅସାବଧାନତା ଯୋଗୁଁ ବ୍ରିଜ ତଳକୁ ଖସିଲା ଟାଟା ଏସି ।

ଓଡ଼ିଶାରେ ତେଲୁଗୁ ଫିଲ୍ମ ପୁଷ୍ପାର ଟିମ୍‌

ଓଡ଼ିଶାରେ ତେଲୁଗୁ ଫିଲ୍ମ ପୁଷ୍ପାର ଟିମ୍‌। ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା। ମାଲକାନଗିରିର ପୋଲୁରୁ ଠାରେ ସିନେମା ସୁଟିଂ ହେବାକୁ ଯାଉଛି। ଆଜି ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ସୁଟିଂ ସେଟ ଚୟନ କରିବା ପାଇଁ ପୋଲୁରୁ ଅଞ୍ଚଳ ବୁଲି ଦେଖିଛନ୍ତି। ଏଠାକାର ପ୍ରାକୃତିକ

ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡିକ ଉପରେ ଆକ୍ରମଣ ହ୍ରାସ ହେବାର ନାମ ନେଉନାହିଁ। ପୁଣି ଥରେ ଏଠାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଖବର ସାମ୍ନାକୁ ଆସିଛି। ଖଲିସ୍ତାନୀ

ଝାରସୁଗୁଡ଼ାରେ ବିଜେପି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛି : ବିଜେଡି

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବା ବେଳେ ପ୍ରମୁଖ ଦଳ ମଧ୍ୟରେ ଅଭିଯୋଗ- ପ୍ରତ୍ୟାଭିଯୋଗର ପର୍ବ ବି ଚାଲିଛି । ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ଝାରସୁଗୁଡ଼ାରେ ହିଂସାତ୍ମକ ସ୍ଥିତି ସୃଷ୍ଟି