ଯୁବକଙ୍କୁ ବିଚ୍ ରାସ୍ତାର ପିଟିଲେ ବିଜେପିର କ୍ୟାବିନେଟ ମନ୍ତ୍ରୀ
ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାରପିଟ୍ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଋଷିକେଶରେ ଅର୍ଥମନ୍ତ୍ରୀଙ୍କ ଘର ନିକଟରେ ଏହି ଘଟଣା ଘଟିଛି । ଭାଇରାଲ ଭିଡିଓରେ ମନ୍ତ୍ରୀଙ୍କ ଠାରୁ ମାଡ଼ ଖାଉଥିବା ଯୁବକଙ୍କ ନାମ!-->…