Odia News Portal
Yearly Archives

2023

ଆଜି ତୃତୀୟ ଦିନରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି। ତା ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅ ମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଏହା ଆମର ସ୍କୁଲ ପରିବେଶକୁ

ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ ବିକ୍ରୟ କେନ୍ଦ୍ର ଉଦଘାଟିତ

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ ଉଦ୍ୟମରେ ଏକ ବିକ୍ରୟ କେନ୍ଦ୍ର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍‌ଘାଟନ କରିଛନ୍ତି।

ଆଉ ଏକ ଗ୍ରୀଷ୍ମ ବାତ୍ୟା ଆଶଙ୍କା: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆଗୁଆ ପ୍ରସ୍ତୁତ…

ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ

ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ଓ କେଉଁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା

ସମ୍ବଲପୁରରେ କେନ୍ଦ୍ରୀୟ ବିଜେପି ଟିମ୍‌

ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଆଜି ଏହି ଟିମ୍ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଓ ଘରକୁ ଯାଇଥିଲେ। ହେଲେ ଘରେ ତାଲା ପଡ଼ିଥିବାରୁ ଚନ୍ଦ୍ରମଣି ମିର୍ଦ୍ଧାଙ୍କ

ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ଉତ୍ତର ପ୍ରଦେଶର ବାହୁବଳୀ ନେତା ମୁଖତାର୍ ଅନସାରୀଙ୍କ ବଡ଼ ଭାଇ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ସୋମବାର (ମେ ୧) ଲୋକସଭା ସଚିବାଳୟ ତରଫରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ଅଫଜାଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବେ ନିର୍ବାଚିତ

୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ,ଓଡ଼ିଶାରୁ ଗୁଜରାଟକୁ ହେଉଥିଲା ଚାଲାଣ

ମାଛକୁଣ୍ଡ ପୋଲିସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇ ୫୦୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏନେଇ ମାଛକୁଣ୍ଡ ଥାନାରେ ୫୯/୨୦୨୩ରେ ଏକ ଏନଡିପିଏସ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛିା ଏହି ଚଢାଉବେଳେ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନନ୍ଦପୁର ଏସଡିପିଓ ସଂଜୟ

ଶ୍ରମିକମାନେ ଶିଳ୍ପ କାରଖାନାର ମେରୁଦଣ୍ଡ: ପ୍ରୀତି ରଞ୍ଜନ ଘଡେଇ

ଆଜି ବିଶ୍ବ ଶ୍ରମିକ ଦିବସ ଏହି ପରୀକ୍ଷେପି ରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଯାଜପୁର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଶ୍ରମିକ ଦିବସ ବ୍ୟାସନଗର ବା ଯାଜପୁର ରୋଡ ସଂକୃତି ଭବନ ଠାରେ ମହା ସମାହର ରେ ଅନୁଷ୍ଠିତ ହୋଇ ଥିଲା lଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଆଜିଠୁ ଆରମ୍ଭ ହେଲା ଏସଇବିସି ସର୍ଭେ

ଆଜିଠୁ ଆରମ୍ଭ ହୋଇଛି ଏସଇବିସି ସର୍ଭେ। ସାରା ରାଜ୍ୟର ଏହି ସର୍ଭେ ଚାଲିଛି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟର୍ ରେ ହେଉଛି ସର୍ଭେ। ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ

ସମ୍ବଲପୁର ହିଂସାକାଣ୍ଡ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରେସମିଟ୍

ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି । ବିଜେପି ବିରୋଧରେ ବିଜେଡି ଆଣିଛି ବଡ଼ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ନାଁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ