ପଞ୍ଜାବ ଲୁଧିଆନାରେ ଗ୍ୟାସ୍ ଲିକ୍; ୯ ମୃତ,୧୧ ଗରୁତର
ପଞ୍ଜାବ ଲୁଧିୟାନାରେ ବଡ ଅଘଟଣ । ଗ୍ୟାସ ଲିକ୍ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।!-->…