Odia News Portal
Yearly Archives

2023

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା :ଜଣେ ମୃତ, ଜଣେ ନିଖୋଜ

ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା। ରାଜନଗର ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା। ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ନାବାଳକ ଦେବେନ୍ଦ୍ର ବେହେରାଭ୍କ ମୃତ୍ୟୁ ହୋଇଛି । ନାଉରିଆ ସୁଦର୍ଶନ ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦକ୍ଷେପ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମଇ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ନ୍ୟୁଡ ଭିଡିଓ କଲ୍‌ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ

 ନ୍ୟୁଡ୍‌ ଭିଡିଓ କଲ୍‌ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର

ଦାନ୍ତେୱାଡା ମାଓ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଦାନ୍ତେୱାଡା ମାଓ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁଯାୟୀ, ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଆଇଡି ବିସ୍ଫୋରଣରେ ୧୧

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ରହିଛି କାଳବୈଶାଖୀର ଭୟ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇଦିନ ଧରି କାଳବେଶାଖୀ ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଯାଇଛି। ତେବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୩୦ ତାରିଖ ଯାଏ କାଳବେଶାଖୀ ଜନିତ ବର୍ଷା ଓ କୁଆପଥର ବର୍ଷା ଜାରି ରହିବ। ଫଳରେ ରାଜ୍ୟରେ ଥଣ୍ଡା ପାଗ ଅନୁଭୂତ ହେବା

ଡ୍ରାଇଭର ସହ ଟ୍ରକ ଲୁଟ୍‌: ୯ ଗିରଫ

ଡ୍ରାଇଭରକୁ ଅପହରଣ ସହ ଟ୍ରକ ଲୁଟ ଘଟଣାରେ ୯ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ସହ ଟ୍ରକ ଓ ଡ୍ରାଇଭରଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଏୟାରଫିଲଡ ଅଂଚଳରୁ ଡ୍ରାଇଭର ସହ ଟ୍ରକ୍ ଲୁଟ ହୋଇଥିଲା । ରାସ୍ତାରେ ଯିବା ବେଳେ ଅଟକାଇ ଡ୍ରାଇଭର ସହ ଟ୍ରକ ନେଇଯାଇଥିଲା ।

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ମୋବାଇଲ ଲୁଟେରା ନକଲି ପୋଲିସ ଗିରଫ । ଲୁଟେରାକୁ ଗିରଫ କଲା ବ୍ରହ୍ମଣୀତରଙ୍ଗ ଥାନା ପୋଲିସ । ଅଭିଯୁକ୍ତ ବେଦବ୍ୟାସ ଅଂଚଳର ହୋଇଥିବା ବେଳେ ସେ ୩୩ ମୋବାଇଲ ଲୁଟିଥିବା ସୂଚନା । ୩୩ ମୋବାଇଲକୁ ଜବତ କଲା ପୋଲିସ । ନିଜକୁ ପୋଲିସ ପରିଚୟ ଦେଇ ଦାମୀ ମୋବାଇଲ ଚୋରି କରୁଥିଲା ନକଲି ପୋଲିସ ।

ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକି: କଲମାର ୨୦ଟି ଗେଟ୍ ଦେଇ ଛାଡିଲା ପାଣି

ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଆସନ୍ତା ୨୯ ତାରିଖରେ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ କୋଭିଡ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଧାରା ୩ଶହ ଉପରେ ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଗୋଟିଏ ଦିନରେ ୩ଶହରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ହଜାର ଉପରେ ସ୍ଥିର ରହିଛି। ସୁନ୍ଦରଗଡ଼ରେ କୋଭିଡ

ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା; ଆଜି ବସିବ ବୈଠକ

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ବସିବ । ଦିନ ସାଢେ ୧୦ ଟା ସମୟରେ ଲୋକସଭା ଭବନରେ ବସିବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ଭିତରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷରୁ ଫନୀ, ୟଶ ଓ