Odia News Portal
Yearly Archives

2023

ମେ’ ୧ରୁ ମହଙ୍ଗା ହେବ ଛେନା ପନିର

ଆସନ୍ତା ମାସରୁ ମହଙ୍ଗା ହେବାକୁ ଯାଉଛି ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା ପନିର ସମେତ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ାଇବାକୁ ନିଷ୍ପତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ବଜାରରେ ବଢୁଥିବା ଦରଦାମ୍ ମଧ୍ୟରେ ନିକଟରେ ଓମ୍ଫେଡ ମଧ୍ୟ କ୍ଷୀର ଦାମ୍ ବଢ଼ାଇଥିଲା।

ରାଜ୍ୟର ୪ଟି ଜିଲ୍ଲାରେ ୩୫୭ ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ନିର୍ମାଣ ହୋଇଥିବା ଏହି ସ୍କୁଲଗୁଡ଼ିକ ଅନୁଗୁଳ, କେନ୍ଦୁଝର, ଗଂଜାମ ଓ ଜଗତସିଂହପୁରରେ

ଝାରସୁଗୁଡ଼ା ଉପନିର୍ବାଚନରେ ୯ ପ୍ରାର୍ଥୀ

ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି । କେବ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡ଼ିଆ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଗର୍ଡ଼ିଆଙ୍କ

ହେଡଲାଇଟ ଭିତରେ ନାଗ

ବାଇକ ଭିତରୁ ୪୦୦ ଫୁଟ ଲମ୍ବର ନାଗ ସାପ । ଏକ ନୂଆ ବାଇକରେ ହେଡଲାଇଟ ଭିତରୁ ସାପକୁ ଉଦ୍ଧାର କରାଯାଇଛି ।ସ୍ନେକ ହେଲ୍ପଲାଇନ ଦ୍ୱାରା ସାପଟି ଉଦ୍ଧାର ହେଲା ।ଉଦ୍ଧାର ପରେ ସ୍ଥାନୀୟ ଜଙ୍ଗଲରେ ଛାଡିଦେଇଥିବା ସୂଚନା ।ଏହି ଘଟଣାଟି ମୟୁରଭଞ୍ଜ ବାରିପଦା ଅଂଚଳରେ ଘଟିଛି ।

ଓଡିଶାରେ ୧୨ ଦିନ ଥିଲା ଗୁଡୁ ମୁସଲିମ୍‌

ଓଡିଶାରେ ୧୨ ଦିନ ରହିଥିଲା ଗ୍ୟାଙ୍ଗଷ୍ଟାର ଗୁଡୁ ମୁସଲିମ୍ । ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି । ଗୁଡୁ ମୁସଲିମର ଅବସ୍ଥାନ ନେଇ ଜାତୀୟ ଜଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ବରଗଡରେ ରହିଥିବା ଖବର ପ୍ରକାଶ ପାଇଥିଲା । ବରଗଡରୁ

ବହିଷ୍କୃତ ହେଲେ ୩ ପୋଷ୍ଟ ମାଷ୍ଟର

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା। ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ଏନେଇ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା ୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ହେଲେ ପ୍ରସନ୍ନ

ନକଲି ସାର୍ଟିଫିକେଟ ରାକେଟ ପର୍ଦ୍ଦାଫାସ୍‌

ଓଡ଼ିଶାରେ ଚାଲିଥିବା ଏକ ନକଲି ସାର୍ଟିଫିକେଟ ରାକେଟ ବ୍ରହ୍ମପୁର ପୁଲିସ ପର୍ଦ୍ଦାଫାସ୍ କରିଛି । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱରର ସରକାରୀ ଶିକ୍ଷକ ଦୈତାରୀ ବେହେରା, ତାଙ୍କର ଡାକ୍ତରୀ ପଢୁଥିବା ପୁଅ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ । ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରାଯାଇଛି । ମୁଖ୍ର ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍ । କମିଶନ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଉପରେ ନୋଟିସ୍

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଆଉ ୪ ଅଣଛାତ୍ର ଗିରଫ

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଆଉ ୪ ଅଣଛାତ୍ର ଗିରଫ। ଏମାନଙ୍କୁ ମିଶାଇ ମୋଟ ଗିରଫ ଦାରି ସଂଖ୍ୟା ୮ରେ ପହଁଚିଛି। ଗିରଫଙ୍କ ଠାରୁ ଛୁରୀ, ଷ୍ଟମ୍ପ ଓ ବ୍ୟାଟ ଜବତ କରିଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଆକ୍ରମଣକାରୀଙ୍କୁ ଖୁବ ଶୀଘ୍ର ଗିରଫ

ଭତ୍ତା ପାଇଁ ଭରା ନଈ ପାର ହେଉଥିଲେ ବୃଦ୍ଧବୃଦ୍ଧା, ଘରେ ଭତ୍ତା ଟଙ୍କା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଘଟଣା ନେଇ ଚେତିଲା ପ୍ରଶାସନ । ଘରେ ବୃଦ୍ଧବୃଦ୍ଧା ମାନଙ୍କ ଭତ୍ତା ଟଙ୍କା ପହଞ୍ଚାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଏକମାଣିଆ ପଞ୍ଚାୟତର ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଯାଉଥିଲେ ଭରା ନଈ ପାର ହୋଇ । ଭତା ଟଙ୍କା ପାଇବାକୁ ପ୍ରତିଥର