ବେଦୀରୁ ବରକୁ ଉଠାଇ ନେଲା ପୋଲିସ
ବାହାଘର ପାଇଁ ସଜେଇ ହୋଇଥିଲା ବାହାବେଦି । ସବୁ ପ୍ରସ୍ତୁତି ସରିଥିଲା । ବର ଓ ବରଯାତ୍ରୀ ବି ପହଞ୍ଚି ସାରିଥିଲେ । କିଛି ସମୟ ପରେ ରୀତି ନୀତି ଭିତରେ ବର କନ୍ୟାଙ୍କ ହାତଗଣ୍ଠି ବି ପଡ଼ିଥାନ୍ତା ଓ ବିବାହ ସମ୍ପନ୍ନ ହୋଇଥାନ୍ତା । ହେଲେ ହଠାତ୍ ପହଞ୍ଚିଲା ପୋଲିସ୍ ଟିମ୍ ଓ ବରକୁ ଉଠାଇ ନେଇଗଲା ।!-->…