ଫାଇଲ୍ ଗାଏବ: ଥାନାକୁ ଗଲା ବିଜେପି
ଶ୍ରୀମନ୍ଦିର ଫାଇଲ୍ ହଜିଯିବା ପ୍ରସଙ୍ଗରେ ଥାନାକୁ ଗଲା ବିଜେପି । କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳର ଅଭିଯୋଗ କରିଥିବା ବୋଲି ଜଣାପଡିଛି । ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଥାନାକୁ ଯାଇଥିଲେ ବିଜେପି ଟିମ୍ । ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା!-->…
