Odia News Portal
Yearly Archives

2023

ଓଡ଼ିଶାକୁ ଅନ୍ତର୍ଜାତୀୟ ପୁରସ୍କାର: ଆମେରିକାରୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳୁଛି । ଗତ ଫେବୃଆରୀ ମାସରେ ଓଡ଼ିଶାକୁ ସ୍ପୋର୍ଟ୍ସ ଷ୍ଟାର ଆସେସ ଆୱାର୍ଡ ମିଳିଥିଲା । କ୍ରୀଡ଼ା

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ହେଉଛି ମହାନ ଜନନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ତିରୋଧାନ ଦିବସ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି, ଓଡ଼ିଆ ସ୍ବାଭିମାନର ସୁରକ୍ଷା ସହ

କଟକରେ ଜଳିଗଲା ବସ୍‌

ମଧୁପାଟଣାରେ ଜଳିଗଲା ଛିଡା ହୋଇଥିବା ବସ୍ । ନିଆଁଟି କେଉଁ କାରଣ ପାଇଁ ଲାଗିଲା ତାହା ଏବେ ଯାଏଁ ଜଣାପଡିନାହିଁ କିନ୍ତୁ ଭାଗବସତଃବସରେ କେହି ନଥିଲେ ।

୯୮% ଜଙ୍ଗଲରେ ନିଆଁ ଲିଭାଯାଇଛି

ଜଙ୍ଗଲ ନିଆଁକୁ ନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ୧୩ ଓ ୧୪ ତାରିଖରେ ୮୦୦-୯୦୦ ପଏଣ୍ଟରେ ନିଆଁ ଲାଗିଥିଲା । ୧୫ରେ ୪୦୦ ପଏଣ୍ଟ, ୧୬ରେ ୩୦୦ ପଏଣ୍ଟରେ ନିଆଁ ଲାଗିଥିଲା । ସମ୍ବଲପୁର ଛାଡି ବାକି ଜିଲ୍ଲାରେ ୯୮% ଅଧିକ ଜଙ୍ଗଲରେ ନିଆଁ ଲିଭିଯାଇଛି । ନିଆଁ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ତାତିରୁ ତ୍ରାହି ମିଳିବା ସମ୍ଭାବନା

ଆଜିଠୁ ଅସହ୍ୟ ତାତିରୁ ତ୍ରାହି ମିଳିବା ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି । କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

ଜାରି ରହିବ ଖରାଛୁଟି, ଜୁନ୍ ୧୮ରୁ ପାଠପଢ଼ା,୧୬ ପରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ବୃଦ୍ଧି ପାଇଥିବାରୁ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡିଛି । ତେଣୁ ରାଜ୍ୟରେ ବର୍ତ୍ତମାନର ତାତିକୁ ନଜର ଦେଇ ରାଜ୍ୟ ସରକାର ଆସନ୍ତା ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ମାତ୍ରା ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ମେ’ ୫ରୁ

ସମ୍ବଲପୁରରେ ଆଉ ଦୁଇ ଦିନ ସ୍କୁଲ୍ ଛୁଟି

ସମ୍ବଲପୁରରେ ଆଉ ଦୁଇ ଦିନ ସ୍କୁଲ୍ ଛୁଟି । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଛୁଟି ଅବଧି ବଢ଼ାଇଲେ ଜିଲ୍ଲା ପ୍ରଶାସନ । ସୋମବାର ଓ ମଙ୍ଗଳବାର ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଗତକାଲି ଏପ୍ରିଲ୍ ୧୭ରୁ ପୁଣି ପ୍ରଥମରୁ

ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ

ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା

ପିଏଚ୍‌ଡି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଡା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଇନଫୋସିଟି ଥାନା ଅଂଚଳରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଛାତ୍ର ଜଣକ ହେଲେ ଉତ୍ତର ପ୍ରଦେଶର ନିତିକା ତିୱାରୀ ଏବଂ ସେ ଭୁବନେଶ୍ୱରରେ ରହି ପିଲଚଡି ଅଧ୍ୟୟନ କରୁଥିଲେ ।  ପାରିବାରିକ ବିବାଦରୁ ମୃତ୍ୟୁ ହୋଇଥିବା ସନ୍ଦେହ

ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ 

ଖରାରେ ସିଝୁଛନ୍ତି ରାଜ୍ୟବାସୀ । ରବିବାର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଅପରାହ୍ଣ ୨ଟା ୩୦ ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ୪୨.୨ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଝାରସୁଗୁଡାରେ ତାପମାତ୍ରା ୪୧.୬, ହୀରାକୁଦ-୪୦.୨ ଡିଗ୍ରୀ ତାପମାତ୍ରା