Odia News Portal
Yearly Archives

2023

ଦୁଷ୍କର୍ମୀଙ୍କୁ ଆଜୀବନ କାରାଦଣ୍ଡ

୨ ନାବଳିକା ଭଉଣୀକୁ ଦୁଷ୍ମର୍ମ ମାମଲାରେ ଆଜୀବ କାରାଦଣ୍ଡ ଦିଆଯାଇଛି । ଦୋଷୀ ବୁଡୁ ମଲାଣକୁ ଆଜୀବନ ଶୁଣାଇଲେ ପୋକ୍ସୋ କୋର୍ଟ । ୨୦୧୫ ମସିହାରେ ଗୋଳନ୍ଥରା ଅଞ୍ଚଳରେ ୨ ଭଉଣୀଙ୍କୁ ଦୁଷ୍ମର୍ମ ହୋଇଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ।

ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ଆଜି ରାଜସ୍ୱ ମନ୍ତ୍ରୀ କରିବେ ବୈଠକ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଆଜି ରାଜସ୍ୱ ବିଭାଗର ବୈଠକ ବସୁଛି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବୈଠକ ହେବ । ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ପୂର୍ବରୁ ଜିଲ୍ଲାସ୍ତରରେ

ଝାରସୁଗୁଡ଼ା ଉପନିର୍ବାଚନ: ବଢ଼ୁଛି ନିର୍ବାଚନୀ ଉଷ୍ଣତା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିେଜେଡି ବ୍ୟତୀତ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ଏବଂ ଝାରସୁଗୁଡ଼ାର ୩ ଥରର ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ

ନବୀନଙ୍କ ନାଁରେ ନାହିଁ ଅପରାଧିକ ମାମଲା

ପୁଣି ନବୀନ ସାଜିଲେ ରୋଲ୍ ମଡେଲ । ନବୀନ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାଁର ନାହିଁ କୌଣସି ଅପରାଧିକ ମାମଲା । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ନବୀନ ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ପରିଚିତ । ଶୂନ୍ୟ ସହନଶୀଳତାକୁ ସବୁଠି

ସମ୍ବଲପୁର ଅବକାରୀ ବିଭାଗକୁ ସଫଳତା, ବ୍ରାଉନ ସୁଗାର ଜବତ ଓ ଜଣେ ଯୁବକ ଗିରଫ

ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ପେଟ୍ରୋଲିଂ ସମୟରେ ବ୍ରାଉନ ସୁଗାର ନେଇ ବାଇକ୍ରେ ଯାଉଥିବା ଯୁବକକୁ କାବୁ କରିଛି ସମ୍ବଲପୁର ଅବକାରୀ ବିଭାଗ ଗୁଇନ୍ଦା ସ୍କ୍ୱାର୍ଡ । ଶାଳଣିଆଁ-ଚଷାଖଣ୍ଡ ରାସ୍ତାରୁ କାବୁ କରିଛଛି ଟିମ୍ ।ଗିରଫ ଯୁବକ ଜଣକ ଭଦ୍ରକ

ବରିଷ୍ଠ ସମାଜସେବୀ ଶ୍ରୀନିବାସ ଷଡଙ୍ଗୀଙ୍କ ଦେହାନ୍ତ

ସ୍ବର୍ଗତ ବାଙ୍କନିଧି ଷଡ଼ଙ୍ଗୀଙ୍କ ସୁପୁତ୍ର ଥିଲେ ଶ୍ରୀନିବାସ ଷଡଙ୍ଗୀ ।ଶ୍ରୀଯୁକ୍ତ ସଡଙ୍ଗୀଙ୍କ ସମାଜ ପ୍ରତି କିଛି ନୂତନ କରିବାକୁ ସର୍ବଦା ପ୍ରଚେଷ୍ଟା ଜାରି ରଖିଥିଲେ କିନ୍ତୁ ବଡ଼ ଦୁର୍ଭାଗ୍ୟ ର କଥା ହେଉଛି ପ୍ରାୟ ତାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେ ସେତେବେଳୁ ପାର୍କୀନସନ ରୋଗ

ବେଦାନ୍ତ ଜମି ଅଧିକରଣ ବେଆଇନ

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା ପ୍ରସଙ୍ଗ । ଓଡିଶା ହାଇକୋର୍ଟଙ୍କ ରାୟଙ୍କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ । ୧୦ ହଜାର ଏକର ଜମି ଅଧିକରଣ ବେଆଇନ କହିଲେ ସୁପ୍ରିମକୋର୍ଟ । ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭତ୍ସନା କଲେ । ଜମିହରା ଚାଷୀଙ୍କ

ଆଜି ୧୪ତମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

ଆଜି ଦେଶର ୧୪ତମ ବନ୍ଦେ ଭାରତ ଟ୍ରେନ୍ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ-ଜୟପୁର-ଅଜମେର ଏକ୍ସପ୍ରେସ୍ର ହେବ ଶୁଭାରମ୍ଭ । ରାଜସ୍ଥାନ ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ

କର୍ଣ୍ଣାଟକ ନିର୍ବାଚନ: ଟିକେଟ୍ ନ ମିଳିବାରୁ ଦଳ ଛାଡ଼ିଲେ ବିଜେପି ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ରାତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ଟିକେଟରୁ ବଞ୍ଚିତ କିଛି ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦଳର ବରିଷ୍ଠ ନେତା ଲକ୍ଷ୍ମଣ