ଦଣ୍ଡଯାତ୍ରା ପାଇଁ ଗଂଜାମ ଉଠୁଛି ପଡୁଛି
ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ମହାପର୍ବ ଦଣ୍ଡପର୍ବ । ଦଣ୍ଡପର୍ବକୁ ଦଣ୍ଡଯାତ୍ରା ମଧ୍ୟ କୁହାଯାଏ । ଏହି ଯାତ୍ରା ସବୁଠାରୁ କମ୍ ୧୩ଦିନ ଠାରୁ ୨୧ ଦିନ ପର୍ୟ୍ୟନ୍ତ ପାଳନ ହୁଏ । ଧର୍ମ ମଧ୍ୟରେ ମନୋରଞ୍ଜନ ଓ ଭକ୍ତି ମାର୍ଗର ନିଆରା ପରମ୍ପରା ହେଉଛି ଦଣ୍ଡ ପରମ୍ପରା । ଦଣ୍ଡପର୍ବରେ କାଳିଙ୍କୁ!-->…
