Odia News Portal
Yearly Archives

2023

ଏଣିକି ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ,ଅମାନ୍ୟ କଲେ ଲାଇସେନ୍ସ ରଦ୍ଦ

ଏଣିକି ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମ ଫଳକ ଲେଖିବା । ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଶାରେ ନାମ ଫଳକ ଲେଖିବେ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହା ପରେ ଯଦି ସେମାନେ ଓଡ଼ିଆରେ ନାମ ଫଳକ ନଲେଖନ୍ତି ସେମାନଙ୍କ ଉପରେ କଡା

ରାଜ୍ୟରେ ଦିନକରେ ୧୦୪ ପଜିଟିଭ୍ ଆକ୍ରାନ୍ତ

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣକାରୀଙ୍କ ସଂଖ୍ୟା । ରାଜ୍ୟରେ ଦିନକରେ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରୀୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି ହୋଇଛି । ଦିନକରେ ସୁସ୍ଥ ହୋଇଛନ୍ତି ୩୪ ଜଣ କରୋନା ରୋଗୀ ।

ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ଆବୋଲି ସୁନିଲ ନରଭାନେ ହେଲେ ଝାରସୁଗୁଡା ଜିଲ୍ଲାପାଳ । ସରୋଜ ସାମଲଙ୍କ ସ୍ଥାନରେ ନରଭାନେ ଜିଲ୍ଲାପାଳ ହେଲେ । ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଜଏନ୍ କରିବାକୁ ନରଭାନେଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସେ ବର୍ତ୍ତମାନ

ପୁରୀ ଜିଲ୍ଲା ର 11 ନମ୍ୱର୍ ଜିଲା ପରିଷଦ ଜୋନ ରେ ଅନୁଷ୍ଠିତ ହେବ ଉପ ନିର୍ବାଚନ

ଆସନ୍ତା ମାସ 2 ତାରିଖ ରେ ପୁରୀ ଜିଲ୍ଲା ର 11 ନମ୍ୱର୍ ଜିଲା ପରିଷଦ ଜୋନ ରେ ଅନୁଷ୍ଠିତ ହେବ ଉପ ନିର୍ବାଚନ। ଏ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଚି। ବିଜେଡ଼ି ପକ୍ଷରୁ ଭାଗିରଥି ସେନାପତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ର ନେତା ଓ କର୍ମୀ ଙ୍କ ଗହଣ ରେ ଏକ

ଓଡ଼ିଶାମୁହାଁ ଟି ମସ୍କିଟୋ ବଗ

ଏବେ ଓଡ଼ିଶାମୁହାଁ ହୋଇଛି ଟି ମସ୍କିଟୋ ବଗ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୀଟତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ଶତପଥୀ।ଓୟୁଏଟିର କୀଟତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ଶତପଥୀ କହିଛନ୍ତି, ଏହି କୀଟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନିମ ଗଛ

ବ୍ରଜ ଘାତରେ ଜଣେ ମୃତ ,ଜଣେ ଗୁରୁତର

ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମରେ ଆଜି ବ୍ରଜ ଘାତ ରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତ୍ୱ ହୋଇଥିବା ଜଣାପଡିଛି।ଗୁରୁବାର ଦିନ ଅପରାହ୍ନ ୧,୩୦ ଘଣ୍ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା ।ଠିକ ଏହି ସମୟରେ ଗ୍ରାମର ପ୍ରଦୀପ ଧରୁଆ (୨୦) ପିତା ମହେନ୍ଦ୍ର

ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି କରିବା, ଫିସ ବୃଦ୍ଧି ପ୍ରତ୍ୟାହାର କରିବା, ପଟିଆଲା ସ୍ଥିତ ପଞ୍ଜାବୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବିମାନଙ୍କ ନେତୃତ୍ବରେ ଚାଲିଥିବା ନ୍ୟାୟ ସଂଗତ ଆନ୍ଦୋଳନ ପ୍ରତି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଦ୍ବିତୀୟ ପର‌୍ୟ୍ୟାୟରେ ୪୧ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଦଳ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଖେଳୁଥିବା ବେଳେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ତିହିଡି ବ୍ଲକ ଝିଙ୍କିରିଆ ଗାଁ ବିଲରେ ଖେଳୁଥିବା ବେଳେ ଅଘଟଣ । ୪ ଗୁରୁତରଙ୍କ ମଧ୍ୟରେ ଭାଇ ଭଉଣୀ ଥିବା ସୂଚନା । ଆଉ ଦୁଇ ଶିଶୁ ଅନ୍ୟ ପରିବାରର ଦେଢ ବର୍ଷର ପୁଅ,୩ବର୍ଷର ଝିଅ ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଭଦ୍ରକ ଜିଲ୍ଲା

ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଚଳିତବର୍ଷରୁ କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ୧୦୦ଟି ଏମବିବିଏସ୍ ସିଟ୍ ଲାଗି ମିଳିଲା ଅନୁମତି । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । ୧୦୦ଟି ଏମବିବିଏସ୍ ସିଟ ଲାଗି ମିଳିଲା ଅନୁମତି ।