Odia News Portal
Yearly Archives

2023

ଗିରଫ ହେଲେ ଖଣ୍ଡଗିରି ଥାନା ଏସଆଇ

ଗିରଫ ହେଲେ ଖଣ୍ଡଗିରି ଥାନା ଏସଆଇ । ଲାଞ୍ଚ ନେଉଥିବାବେଳେ, ପୋଲିସ ଅଫିସରଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ୍ । ବୁଧବାର ଗୋଟିଏ ପୁରୁଣା ମାମଲାର ରଫାଦଫା କରିବାକୁ ନେଇ ଲାଞ୍ଚ ନେଉଥିବାବେଳେ, ଧରାପଡିଛନ୍ତି ଖଣ୍ଡଗିରି ଥାନାର ଏସଆଇ ସୁଶାନ୍ତ ସ୍ୱାଇଁ । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ

ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଲେ ୬୬୨ ବେସରକାରୀ ଅଧ୍ୟାପକ ସଂଘ

ଆଜି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି। ୬୬୨ ବର୍ଗର ବେସରକାରୀ ଅଧ୍ୟାପକମାନେ ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଇଛନ୍ତି। ହଜାର ହଜାର ସଂଖ୍ୟକ ଅଧ୍ୟାପକ ଏଥିରେ ସାମିଲ ହୋଇଛନ୍ତି। ଗତ ୫୩ ଦିନ ହେବ ଚାଲିଛି ଏହି ଆନ୍ଦୋଳନ।ସୂଚନାଯୋଗ୍ୟ,

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀ ପୂଜା ମିଶ୍ରଙ୍କୁ ସାମିଲ କରିଛି କ୍ରାଇମବ୍ରାଞ୍ଚ। ଆଜି ବଲାଙ୍ଗୀର ଟାଉନ ଥାନାରେ ପୂଜା ମିଶ୍ରଙ୍କୁ ପୁଲିସ ପଚରାଉଚରା କରିଛି। ମନୋଜ ପୂଜାଙ୍କ ବ୍ୟାଙ୍କ ଖାତାକୁ ବ୍ୟବହାର କରୁଥିବାର ତଥ୍ୟ

ଗଞ୍ଜାମରେ ଶିଳ୍ପ ପାଇଁ ବିଜୟଙ୍କ ଅପିଲ୍‌

ଗଞ୍ଜାମ ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବିଜୟଙ୍କ ଅପିଲ୍ । ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଗଞ୍ଜାମରେ ଟେକ୍ସଟାଇଲ କଂପ୍ଲେକ୍ସ, ଅଟୋମୋବାଇଲ କଂପ୍ଲେକ୍ସ ଦାବି । ଜିଲ୍ଲାରେ ବନ୍ଦ ହୋଇପଡିଥିବା ଶିଳ୍ପର ପୁନରୁଦ୍ଧାର ପାଇଁ ବି ଦାବି କଲେ । 

୮ କୋଟି ଟଙ୍କା ଠକେଇ: ବ୍ୟାଙ୍କ ଅଫିସର ଗିରଫ

ଏସବିଆଇ ଫୁଲବାଣୀ ବ୍ରାଂଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର‌୍ୟ୍ୟ ଗିରଫ । ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଗିରଫ କଲା ଇଓଡବ୍ଲୁ । ୮ କୋଟି ଟଙ୍କାର ଋଣ ହେରଫେର ମାମଲାରେ ଆଶୁତୋଷ ଗିରଫ । ଠକେଇ ନେଇ ରିଜିଓନାଲ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଚାକିରି କରିନଥିବା ୫୯ ଜଣଙ୍କ ନାଁରେ

ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପ୍ରତିଷ୍ଠା ହେବ ୩୦ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କରିଛନ୍ତି। ସେ ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍

ଓଡ଼ିଶା ସରକାରଙ୍କ ଯୋଜନା: ଭୁବନେଶ୍ୱର-ପୁରୀ ନୂଆ ଏକ୍ସପ୍ରେସୱେ ଖୁବ୍‌ଶୀଘ୍ର

ଭୁବନେଶ୍ୱର-ପୁରୀ ମଧ୍ୟରେ ହେବ ନୂଆ ଏକ୍ସପ୍ରେସ୍ ୱେ । ଓଡ଼ିଶା ସରକାର ଏନେଇ ପ୍ରାରମ୍ଭିକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ପ୍ରସ୍ତାବିତ ଏକ୍ସପ୍ରେସ୍ ୱେ ଛଅ ଲେନ ବିଶିଷ୍ଟ ହେବ । ଭୁବନେଶ୍ୱର ବିମାନବନ୍ଦରକୁ ପୁରୀର ପ୍ରସ୍ତାବିତ ବିମାନବନ୍ଦରକୁ ସିଧାସଳଖ ସଂଯୋଗ କରିବ । ୧୨୦ କିଲୋମିଟର ବେଗରେ

ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ : ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ

ସୁନ୍ଦରଗଡରେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ । ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଦେବେନ୍ଦ୍ର ପଟେଲଙ୍କୁ ସଜ୍ଜା ଶୁଣାଇଲେ ସ୍ପେଶାଲ ପକସୋ କୋର୍ଟ । ୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ

ପ୍ରତିଦିନ ସେବନ କରନ୍ତୁ ଏହି ପତ୍ର, ଦୂର ହେବ ରୋଗ

ଚିନ୍ତା ବଢ଼ାଉଛି ରୋଗ। ଲୋକଙ୍କୁ ଭିନ୍ନ ଭିନ୍ନ ରୋଗ ଦିନକୁ ଦିନ ମାଡିବସୁଛି। ବର୍ତ୍ତମାନ ସବୁଠାରୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ। ଆଉ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସମସ୍ତେ ମେଡିସିନ ଖାଇଥାନ୍ତି। କିନ୍ତୁ ଯଦି ଆପଣ କିଛି ଘରୋଇ ଉପଚାର ଆପଣାନ୍ତି,

ଜିଏସ୍‌ଟି ଅଧିକାରୀଙ୍କ ୬୪ ଲକ୍ଷର ସୁନା

ଜିଏସ୍‌ଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପୁଳାପୁଳା ସଂପତ୍ତି ଠାବ । ଦୁଇଟି ଲକରରୁ ୧.୦୬୦କେଜି ସୁନା ଗହଣା,୧୯ଟି ସୁନା ବିସ୍କୁଟ ଠାବ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ଲକ୍ଷର ଗହଣା ଠାବ ହୋଇଛି । ମ୍ୟୁଚିଆଲ ଫଣ୍ଡରେ ୧କୋଟି ନିବେଶ କରିଥିବା