ଏନସିଇଆରଟିର ବଡ ପଦକ୍ଷେପ, ଯୁକ୍ତ ୨ ପାଠ୍ୟପୁସ୍ତକରୁ ହଟିଲା ଗାନ୍ଧୀଙ୍କ ହିନ୍ଦୁ-ମୁସଲିମ୍ ଏକତାର ଧାରଣା
ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ତରଫରୁ ନୂଆ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ ରାଜନୀତିବିଜ୍ଞାନ ପାଠ୍ୟ ପୁସ୍ତକରେ ‘ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁରେ ଦେଶରେ ସାମ୍ପ୍ରଦାୟୀକ ସ୍ଥିତି ଉପରେ ପ୍ରଭାବ , ଗାନ୍ଧୀଙ୍କ ହିନ୍ଦୁ-ମୁସଲମାନ ଏକତାର ଧଶରଣା ହିନ୍ଦୁ ମୌଳବାଦୀମାନଙ୍କୁ!-->…
