Odia News Portal
Yearly Archives

2023

ସୋମାଲିକାଙ୍କ ଅଭିଯୋଗ ବାବଦରେ ମୁଁ ଜାଣିନାହିଁ: ବିଜୟ ଶଙ୍କର

ସୋମାଲିକାଙ୍କ ଅଭିଯୋଗକୁ ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି କେସ ବିଚାରଧିନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ ଦିନ ଭିତରେ ଆସିଯିବ। ମାମଲା ବିଚାରାଧିନ ଥିବାରୁ ମୁଁ କିଛି କହି ପାରିବି

ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର

କେନ୍ଦୁଝର ସହରର ମଧ୍ୟଭାଗରେ ଥିବା ଡେଲି ମାର୍କେଟରେ ସୋମବାର ଭୋରରୁ ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର ହୋଇ ଯାଇଥିବା ବେଳେ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୋମବାର ଭୋର ପ୍ରାୟ ୫ଟା ୧୫ମି.ରେ ଡେଲି ମାର୍କେଟରେ ଥିବା ଖଗ ମହାନ୍ତିଙ୍କ ମସଲା

ଓଡ଼ିଶାରେ ଚିହ୍ନଟ ହେଲେ ୨୩ କରୋନା ରୋଗୀ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ଲୁଚକାଳି ଖେଳୁଛି । କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ଗତ ଦୁଇ ଦିନ ତଳେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିଲା । ଏପଟେ ଓଡ଼ିଶାରେ କେବଳ ଓମାଇକ୍ରନ୍‌

ଏପ୍ରିଲ ପାଇଁ ଭୁବନେଶ୍ୱର -ରଙ୍ଗେଇଲୁଣ୍ଡା -ଭୁବନେଶ୍ୱର ବିମାନ ଉଡାଣ ତାରିଖ ଓ ସମୟ ଧାର୍ଯ୍ୟ

ଏହି ମାସ ପାଇଁ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା- ଭୁବନେଶ୍ବର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ସପ୍ତାହକୁ ୨ଦିନ ମାସକୁ ୯ଦିନ ଉଡ଼ିବ ଫ୍ଲାଇଟ୍ । ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ । ଗତକାଲି ଭୁବନେଶ୍ବରରୁ

କଂଗ୍ରେସର ଦୁର୍ନୀତିର ପେଡ଼ି ଖୋଲିଲା ବିଜେପି

ବିଜେପି ଆଣିଲା ‘କଂଗ୍ରେସ ଫାଇଲ୍ସ’ । ବିଜେପି ତାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ‘କଂଗ୍ରେସ ଫାଇଲ୍ସ’ ନାମରେ ଭିଡିଓ ଜାରି କରିଛି । ଏହି ଭିଡିଓ କଂଗ୍ରେସ ଦୁର୍ନୀତି ଫାଇଲର ପ୍ରଥମ ସଂସ୍କରଣ ବୋଲି କହିଛି ବିଜେପି । ପ୍ରଥମ ଭିଡିଓରେ କଂଗ୍ରେସର ଶାସନ କାଳରେ କିପରି ୪ ଲକ୍ଷ ୮୨ ହଜାର ୬୯

୧୦ ଲକ୍ଷର ନକଲି ଔଷଧ ଜବତ

 କଟକ ନକଲି ଔଷଧ କାରବାର ମାମଲାରେ ବିହାର ଓ ଏମପିରେ ଚଢାଉ ହୋଇଥିବା ସୂଚନା । ଏସଟିଏଫ୍ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ମିଳିତ ଚଢାଉ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟରେ ନକଲି ଔଷଧ ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷ କୁମାରଙ୍କ

ପୁଅର ଗୁଳି ମାଡ଼ରେ ବାପା ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଗାଁରେ ପୁଅର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଆହତ ବ୍ୟକ୍ତିଙ୍କ ନାଁ ଗଙ୍ଗାଜଳ ମେହେର (୫୬)। ତାଙ୍କ ପୁଅଙ୍କ ନାଁ ବିକ୍ରମ ମେହେର।କୌଣସି କଥାକୁ ନେଇ

ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ: ଭର୍ତ୍ତୃହରି ମହତାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ ସମୟରେ

ଆଜି ଅପରାହ୍ଣରେ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ଣରେ ଜାପାନ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତକାଳରେ ‘ମେକ ଇନ୍ ଓଡ଼ିଶା’ ପାଇଁ ସେ ଜାପାନର ନିବେଶକଙ୍କୁ ନିମନ୍ତ୍ରଣ କରିବେ । ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ। ଏପ୍ରିଲ

ରାଜ୍ୟ ବାହାରକୁ ଗଲା ପାଠ୍ୟପୁସ୍ତକ, ଉଦ୍‌ଘାଟନ କଲେ ମନ୍ତ୍ରୀ

ରାଜ୍ୟ ବାହାରକୁ ଜାତୀୟକରଣ ଓଡ଼ିଆ ପାଠ୍ୟପୁସ୍ତକ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ମୋ ସ୍କୁଲ