କି ପଦକ୍ଷପ ନେଉଛି କେନ୍ଦ୍ର,ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ
ରାଜ୍ୟର ବିଭିନ୍ନ ରେଲଓ୍ବେ ପୋଲିସ ଷ୍ଟେସନରେ ଭିତ୍ତିଭୂମିର ଅଭାବ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ । ରେଳ ପୋଲିସ ଷ୍ଟେସନର ଭିତ୍ତିଭୂମି ଅଭାବ ନେଇ ରେଳ ମନ୍ତ୍ରାଳୟ ଅବଗତ ଅଛି ନା ନାହିଁ ବୋଲି ମନ୍ତ୍ରାଳୟକୁ ପ୍ରଶ୍ନ କରିଛନ୍ତି । ଏଥିସହ ଭିତ୍ତିଭୂମିର ସମାଧାନ ପାଇଁ!-->…
