Odia News Portal
Yearly Archives

2023

ଭୂମିକମ୍ପରେ ଥରିଲା ଉତ୍ତର ଭାରତ–ଆପଗାନୀସ୍ତାନ ଏବଂ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି

ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପରେ ଉତ୍ତର ଭାରତ ଥରି ଉଠିଥିଲା । ଏହି ଭୂକମ୍ପରେ ଆଫଗାନୀସ୍ତାନ ଏବଂ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାକିସ୍ତାନରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୬ ଥିଲା ।

ରାଜଧାନୀରେ ହୋର୍ଡିଂ ଉପରେ ହାଇଡ୍ରାମା

ରାଜଧାନୀ ଭୁବନେଶ୍ୱରର ଶିଶୁ ଭବନ ଛକରେ ଦେଖିବା ପାଇଁ ମିଳିଥିଲା ଏକ ଅଭାବନୀୟ ଘଟଣା । ହୋର୍ଡିଂ ଉପରେ ଚଢି ଜଣେ ଗାଡି ଚାଳକ ଆତ୍ମହତ୍ୟା ପାଇଁ ଦମକ ଦେଇଥିଲେ । ଅଗ୍ନଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ।

ଆଜି ବିଧାନସଭାରେ ଆଗତ ହେବ କୃଷି ବିଭାଗର ଖର୍ଚ୍ଚଦାବି

ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ଓଡ଼ିଶାର ସରକାରଙ୍କ ଲକ୍ଷ୍ୟ । ଧାନ ଫସଲ ବ୍ୟତୀତ ଅନ୍ୟ ଅର୍ଥକାରୀ ଓ ଅଣଦାନ ଫସଲ ଚାଷ ଉପରେ ସରକାର ଗୁରୁତ୍ବ ଦେଇଆସୁଛନ୍ତି । ଲଗାତାର ୨ ବର୍ଷ ଧରି ଡାଲିଜାତୀୟ, ତୈଳବୀଜ, ଫଳ ଓ ଫୁଲ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ମିଲେଟ

ଶ୍ରୀକ୍ଷେତ୍ରରେ ବୁଲିଲା ପୁଣି ଖଣ୍ଡା, ୩ ଗୁରୁତର

ପୁଣି ପୁରୀରେ ବୁଲିଲା ଖଣ୍ଡା। ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଲିଛି ଖଣ୍ଡା । ଆକ୍ରମଣରେ ଉଭୟ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ

ବିଧାନସଭାରେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । ତେବେ ଦୁର୍ନୀତି ବିରୋଧରେ

ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଲା

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପ୍ରଥମେ ସିବିଆଇ ଓ ପରେ ଇଡି ଗିରଫ କରିଥିଲା। ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର (ମାର୍ଚ୍ଚ ୨୧) ରାଉଜ୍ ଆଭେନ୍ୟୁ କୋର୍ଟରେ ହୋଇଥିଲା । ହେଲେ କୋର୍ଟ କୌଣସି

ବାଘ ପାଇଁ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ, କାମକୁ ଯାଉନାହାନ୍ତି ଲୋକେ

ଥମୁନି ବାଘ ଆତଙ୍କ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳ ବାଘ ଆତଙ୍କ। ବାଘର ଗତିବିଧି ଅନୁଧ୍ୟାନ କରିବାକୁ ଜଙ୍ଗଲରେ ୧୦ଟି ଟ୍ରାପ କ୍ୟାମେରା ଲଗାଇଛି ବନବିଭାଗ। ଏନେଇ ସୂଚନା ଦେଇଛନ୍ତି ସୁନାବେଡା ବନ୍ୟଜନ୍ତୁ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ । ସେପଟେ

ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି: ଅର୍ଥମନ୍ତ୍ରୀ

ରାଜ୍ୟରେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ

ଆଉ ୪ଦିନ ରାଜ୍ୟରେ ବର୍ଷା ସମ୍ଭାବନା

ରାଜ୍ୟରେ ଆଉ ୪ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଏହା ପରେ ରାଜ୍ୟରେ ଖରା

ବିଧାନସଭାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି କରୁଛନ୍ତି ହଟ୍ଟଗୋଳ : ଅରୁଣ ସାହୁ

୫-ଟି, ଚାଉଳ, କ୍ରୀତଦାସ ପ୍ରସଙ୍ଗରେ ଶାସକ ଦଳକୁ ବିରୋଧୀ ଦଳ ନେତା ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଗୃହ ବାହାରେ ଅରୁଣ କହିଛନ୍ତି, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ ।ଲୋକଙ୍କ