Odia News Portal
Yearly Archives

2023

ଦିଲ୍ଲୀକୁ ଫେରିଲା ଅଡ-ଇଭିନ ଫର୍ମୁଲ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ

ଆମ ଓଡିଶା ନବୀନ ଓଡିଶା ୧୧ତମ ଦିନରେ କନ୍ଧମାଳ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ

୩୦ଫୁଟ୍ ବ୍ରିଜ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସାକେଣୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ୩୦ଫୁଟ୍ ବ୍ରିଜ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ଖସିପଡ଼ିଲା। ତେବେ ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ସିମେଣ୍ଟ ନେଇ ଦଶପଲ୍ଲା ଆସୁଥିବାବେଳେ ଭାରସାମ୍ୟ ହରାଇ

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଏକ କଲରାପତରିଆ ବାଘ ଗାଁରୁ ଧରାପଡ଼ିଥିବା ବେଳେ ଆଜି ଆଉ ଏକ ବାଘ ଗାଁ ମୁହାଁ ଆସୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ଏହା ପରେ ଗାଁରେ ଆତଙ୍କ

ଆଜିଠୁ ଝାରସୁଗୁଡ଼ା – କୋଲକାତା ବିମାନ ସେବା, କାଲିଠୁ ଭୁବନେଶ୍ୱର-ଜୟପୁର ଦ୍ୱିତୀୟ ବିମାନ ଚଳାଚଳ

ଆଜି ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସନ୍ଧ୍ୟା ୫ଟା ୫୦ରେ କୋଲକାତାରୁ ବିମାନ ବାହାରି ସଂଧ୍ୟା ୭ଟା ୨୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ । ରାତି ୯ଟା ୨୦ମିନିଟରେ କୋଲକାତା ଅଭିମୁଖେ

ଜନ୍ମଦିନରେ ବିରାଟଙ୍କ ଶତକ

ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ । ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ

ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି। ପୁଲିସ କହିଛି, କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶକା ଥିବା ପ୍ରତିମା

ଛତିଶଗଡ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣାପତ୍ର

ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି । ଆସନ୍ତୁ ଜାଣିବା ଭୋଟରଙ୍କ ପାଇଁ ଛତିଶଗଡ

ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ

ବିବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସି