Odia News Portal
Yearly Archives

2023

ରଙ୍ଗେଇଲୁଣ୍ଡା – ଭୁବନେଶ୍ଵର ବିମାନ ଉଡାଣ ସମୟ ସାରଣୀ ନିର୍ଦ୍ଧାରଣ 

ବ୍ରହ୍ମପୁରରୁ ଭୁବନେଶ୍ବରକୁ ବିମାନ ସେବା ଗତ ୫ ତାରିଖରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ ସିଟ୍‌ ବିଶିଷ୍ଟ ବିମାନ ଉଡାଣ କରୁଛି । ସଂପ୍ରସାରିତ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଏଣେ ଚଳିତ ମାସ ପାଇଁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ

ଜଳିଗଲା ୩୦ ବଖରା ଘର

ସୋରଡା ଥାନା ବ୍ରହ୍ମଣଦେବୀ ଗାଁରେ ଅଗ୍ନକାଣ୍ଡ । ଜଳିଗଲା ୧୧ ପରିବାରର ୩୦ ବଖରା ଘର । ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏବେ କିଛି ଜଣାପଡିନାହିଁ । ଅଗ୍ନିଶମ ବାହିନି ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି ।

ଯୁବତୀଙ୍କୁ ଜିମ ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ, ପୋଲିସର ତନାଘନା

କଟକ ସହରରେ ଚାଞ୍ଚଲ୍ୟ। ଜିମ୍‌‌ ଭିତରେ ଜଣେ ଯୁବତୀଙ୍କୁ ଜିମ ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଟୋ ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଯୁବତୀଙ୍କୁ ଜିମ ମାଲିକ

ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ

ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ । ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସ୍ବାମୀ, ସ୍ତ୍ରୀ ସହ ୩ଜଣ ନିରୀହ ଶିଶୁ ଆଖି ବୁଜିଛନ୍ତି । ଉତ୍ତରପ୍ରଦେଶର କାନପୁର ଦେହତରେ ଏପରି ଛାତିଥରା ଘଟଣା ଘଟିଛି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏପରି

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କଲେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା

କବିତା ସଂକଳନ “ଦୟାନଦୀ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଛନ୍ତି କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏହା ଘୋଷଣା କରାଯାଇଥିବା ବେଳେ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀର

୨୬ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ

କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ

ନିଆଁ ଲାଗି ଜଳିଗଲା ୧୭ ବଖରା

ନିଆଁ ଲାଗି ୯ ପରିବାରର ୧୭ ବଖରା ଜଳିଯାଇଛି। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ଅପରାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମର ୯ ପରିବାରର ୧୭ ବଖରା ଘରେ

୨ ଲକ୍ଷ ପରେ ବି ଆହୁରି ଦାବି କରୁଥିଲେ କନ୍ୟା, ନଦେବାରୁ ଭାଙ୍ଗିଲା ବିବାହ

ସାଧାରଣତଃ ଆମେ ଦେଖିଛେ, ବିବାହରେ ପୁଅଘର ଅର୍ଥାତ ବର ଘର ଯୌତୁକ ଡିମାଣ୍ଡ କରିଥାନ୍ତି । ହେଲେ ଆପଣ କେବେ ଶୁଣିନଥିବେ ଯେ, ଝିଅଟିଏ ଯୌତୁକ ଦାବି କରୁଛି ଏବଂ ଦାବି ପୁରଣ ନହେଲେ ବାହାଘର ଭାଙ୍ଗି ଦେଉଛି । ଏପରି ଏକ ପରମ୍ପରା ରହିଛି ତେଲେଙ୍ଗାନାରେ ଥିବା ଏକ ଜନଜାତି ସଂପ୍ରଦାୟ । ଏହି

ଓଡ଼ିଆ ଭାଷାର ଗରିମାକୁ ଆହୁରି ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆମ ମାତୃଭାଷା ‘ଓଡ଼ିଆ’ ଆମ ସମ୍ମାନ ଓ ଆମ ଗୌରବ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ଯତମ ଆମ ଭାଷା ‘ଓଡ଼ିଆ’ ଆଜିର ଦିନରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା।

ଚିନ୍ମୟୀ ମୃତ୍ୟୁ ମାମଲା: ତଦନ୍ତ ଚାଲୁରହିବ: ଏସପି

ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ସୂଚନା । ଡାଏଟମ ରିପୋର୍ଟ ଅନୁସାରେ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ କେଉଁଭଳି ପରିସ୍ଥିତିରେ ହେଲା ତାର ତଦନ୍ତ ଚାଲୁ ରହିବ । ଆତ୍ମହତ୍ୟା କରିଛନ୍ତି କି କେହି ଆତ୍ମହତ୍ୟା ପାଇଁ ବାଧ୍ୟ