Odia News Portal
Yearly Archives

2023

ଫୋରେନସିକ୍ ଲ୍ୟାବ୍ ଗଲା ପାରା

ପାରାଦୀପରୁ ଧରାପଡିଥିବା ସନ୍ଦିଗ୍ଧ ପାରା ଫୋରେନସିକ୍ ଲ୍ୟାବ ଗଲା । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବ ଆଣିଲେ କଟକର ସ୍ୱତନ୍ତ୍ର ଟିମ୍ । ପାରା ଗୋଡରେ ବନ୍ଧା ହୋଇଥିବା ଯନ୍ତାଂଶ ଲ୍ୟାବରେ ଖୋଲାଯିବ । ବନ୍ଧା ହୋଇଥିବା ଯନ୍ତ୍ରାଂସ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ । ଯନ୍ତ୍ରାଂସ ଖୋଲି

ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ

ସୁପରିଚିତ ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ଆଖି ବୁଜିଛନ୍ତି ବଲିଉଡର ଏହି ଲୋକପ୍ରିୟ କଳାକାର । ତାଙ୍କ ବିୟୋଗ ନେଇ ଅଭିନେତା ଅନୁପମ ଖେର ଟୁଇଟ କରି ସୂଚନା ଦେଇଛନ୍ତି। ଏପ୍ରିଲ ୧୩ ତାରିଖ ୧୯୫୬ରେ ଜନ୍ମଗ୍ରହଣ କରିଥିବା ସତୀଶ କୌଶିକ ଅନେକ ହିନ୍ଦୀ

ଜ୍ୱାଇଁକୁ ପିଟି ପିଟି ହତ୍ୟା

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଲୋକେ ଜ୍ବାଇଁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଚପାଇବାକୁ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜ୍ୱାଇଁ ରୁଦ୍ର ମେହେରଙ୍କ ମୃତଦେହ ଜରି ବସ୍ତାରୁ ଉଦ୍ଧାର ହୋଇଛି ।

ସରିଛି ରଙ୍ଗର ପର୍ବ ହୋଲି, ଆସିଲା ଦୁଃଖଦ ଖବର

ସରିଛି ରଙ୍ଗର ପର୍ବ ହୋଲି । କିନ୍ତୁ ହୋଲି ପରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡାରେ ଦୁଇଜଣ, ବଲାଙ୍ଗୀର, ସୋର ଓ ଧର୍ମଶାଳାରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । କଟକ

ଲକ୍ଷ୍ମୀ ମାର୍କେଟ ନିଆଁ ଅଣାୟତ୍ତ:ତଦାରଖ କଲେ ପୁରୀ ଏସପି

ଅଗ୍ନିକାଣ୍ଡ ସ୍ଥଳରେ ପହଂଚି ସ୍ଥିତି ତଦାରଖ କଲେ ପୁରୀ ଏସପି । ୨ ରୁ ୩ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ କହିଲେ ପୁରୀ ଏସପି । ଭୟଭୀତ ନ ହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସପି । ବିଶେଷଜ୍ଞଙ୍କ ସୟାୟତା ଲୋଡିଲେ ନିଆଁ ଲିଭାଉଥିବା କର୍ମଚାରୀ । ଅଗ୍ନିଶମ

ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ଅନ୍‌ଲାଇନରେ ଲିକ୍‌

ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା।

ସହାୟତା ର ହାତ ଵଢାଇଲା ଭାରତ।

ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ,

ସନ୍ଦିଗ୍ଧ ପାରା ଜବତ

ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ

ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ।ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ୩ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ହୋଲିରେ ମହିଳାଙ୍କୁ ଆପତ୍ତିଜନକ ଢଙ୍ଗରେ ଛୁଇଁଲେ ହେବ ଜେଲ

ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଘଟଣା ହୋଲିରେ ସାମ୍ନାକୁ ଆସିଛି। ପ୍ରାୟତ କିଛି ଲୋକ ହୋଲି ନାମରେ ମହିଳାମାନଙ୍କୁ ରଙ୍ଗ ଦେଇ ଅଶ୍ଳୀଳତା କରନ୍ତି | ସେହି ସମୟରେ, ରଙ୍ଗର ବାହାନାରେ, ସେମାନେ ଆପତ୍ତିଜନକ ଢଙ୍ଗରେ ମହିଳାମାନଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି |