Odia News Portal
Yearly Archives

2023

ଏପ୍ରିଲରୁ ବିନା ହଲମାର୍କର ସୁନା ଗହଣା ବିକ୍ରି ମନା

ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍‌ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ହୋଇପାରିବନି। ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍‌ୟୁଆଇଡି ନମ୍ବର ଥିବ ‌କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍‌ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍‌ମାର୍କିଂ ହେଉଛି ଶୁଦ୍ଧତାର

ମାର୍ଚ୍ଚ ୫ରୁ ରଙ୍ଗେଇଲୁଣ୍ଡା ବିମାନ ଘାଟିରୁ ଉଡ଼ିବ ବିମାନ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ରଙ୍ଗେଇଲୁଣ୍ଡା ବିମାନ ଘାଟିରୁ ବିମାନ ଉଡ଼ିବା ନେଇ ସମସ୍ତ ପ୍ରସ୍ତୁତି ସରିଛି। ହାତରେ ମାତ୍ର ୨୪ ଘଣ୍ଟା ସମୟ ଥିବାବେଳେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଓ ମୁଖ୍ୟଯନ୍ତ୍ରୀ (ରାସ୍ତା)

କୋଭିଡ୍‌-୧୯ର ଉତ୍ପତ୍ତି ବିଷୟରେ ସତ କୁହନ୍ତୁ, ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରିଛି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’

କୋଭିଡ୍‌-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି। ଚୀନ୍‌ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍‌-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍‌ ଲିକ୍‌’ କହିଛି ଏବଂ

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା; ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଅଟକ ଥିବା ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ। ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍‌ ଟେଷ୍ଟ କରାଯିବ। ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ। ସମ୍ବଲପୁର ପୁଲିସର ଏକ ଟିମ୍‌ ୨ ଜଣଙ୍କୁ

କୋର୍ଟରୁମ୍‌ରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା

ଉତ୍ତରପ୍ରଦେଶରେ ଆଜି ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ଉତ୍ତରପ୍ରଦେଶ ବିଧାନସଭା ଆଜି ଏକ କୋର୍ଟରୁମ୍‌ରେ ପରିଣତ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ଆଜି ୬ ଜଣ ପୁଲିସଙ୍କୁ ଦିନକ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨ ଦଶନ୍ଧି ତଳର ସ୍ବାଧିକାର ଭଙ୍ଗ ମାମଲାରେ ଏହି

୭ ଆଇପିଏସ୍‌ଙ୍କୁ ମିଳିଛି ଓଡ଼ିଶା କ୍ୟାଡର୍‌

କେନ୍ଦ୍ର ସରକାର ୨୦୨୧ ୟୁପିଏସ୍‌ସି ଫଳାଫଳ ଆଧାରରେ ୨୦୦ ଜଣଙ୍କୁ ଭାରତୀୟ ପୋଲିସ ସେବା (ଆଇପିଏସ୍‌) କ୍ୟାଡର୍‌ ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷିତ ଏହି ତାଲିକାରେ ୭ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି। ସେମାନେ ହେଲେ ଅନନ୍ୟା ଅୱସ୍ତି, ଭୋଷଲେ ଶୁଭମ

ଦିଲ୍ଲୀ ରାଓଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ, ଆଜି ହେବ ଶୁଣାଣି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଜାମିନ ପାଇଁ ଶୁକ୍ରବାର ଦିଲ୍ଲୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସିବିଆଇ ଦ୍ବାରା ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାର ପ୍ରାୟ ସପ୍ତାହକ ପରେ ସ‌ିସୋଦିଆ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ

ସକାଳେ ଘନ କୁହୁଡି, ଦିନ ସାରା କଲବଲ କରୁଛି ତାତି

ଶୁକ୍ରବାର ସକାଳୁ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନତମାମ ଟାଣ ଖରା ହୋଇଥିବା ବେଳେ ୧୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୬ଡିଗ୍ରି ଛୁଇଁ ଯାଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଦିନରେ ତାପମାତ୍ର‌ା ୨ରୁ ୩ ଡିଗ୍ରି ଅଧିକ ରହିବ। ୭ ତାରିଖରେ ମୟୂରଭଞ୍ଜ,

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ

ଫ୍ରିଜ୍‌ ପାଣି ପିଉଛନ୍ତି କି ତେବେ ସାବଧାନ୍‌

ଖରାଦିନ ଆସିଯାଇଛି, ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ