ପୁଣି ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନେଇଫିଉ ରିଓ
ନାଗାଲାଣ୍ଡର ବରିଷ୍ଠ ରାଜନେତା ନେଇଫିଉ ରିଓ ରେକର୍ଡ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରିଓ ବରିଷ୍ଠ ନେତା ଏସ୍ସି ଜମିରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଜମିର ଉକ୍ତ ଉତ୍ତରପୂର୍ବ ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରିଓ କଂଗ୍ରେସ ପ୍ରାର୍ଥୀ!-->…
