Odia News Portal
Yearly Archives

2023

+୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ

ଗୁଣପୁର +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ପରୀକ୍ଷା ଦେଇ ବାହାରିଲାବେଳେ ଗଳା କାଟିଦେଲା ଯୁବକ । ଦୌପଦୀ କଲେଜ ନିକଟରେ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ଗୁରୁତର ଛାତ୍ରୀ ବ୍ରହ୍ମପୁର ସ୍ଥାନାନ୍ତର । ଯୁବକ ପୋଲିସ ଦ୍ୱାରା ଅଟକ ।

କିଙ୍ଗ ଖାନଙ୍କ ପତ୍ନୀ ଗୌରୀଙ୍କ ବିରୋଧରେ ଅଭିଯୋଗ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଅସୁବିଧା ବଢ଼ିବାକୁ ଲାଗିଛି। ଉତ୍ତରପ୍ରଦେଶର ଲକ୍ଷ୍ମୌରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭାରତୀୟ ଦଣ୍ଡ ବିଧାନ ଆଇନ (ଆଇପିସି)ର ଧାରା ୪୦୯ଅନୁଯାୟୀ ଗୌରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାସିନ୍ଦା ଜସୱନ୍ତ

ଫେରିଵେ ବିଗ୍ ବି

ସାତ ବର୍ଷ ପରେ ଅମିତାଭ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କ ନୂଆ ଫିଲ୍ମ ‘ସେକ୍ସନ ୮୪’ରେ ବିଗ୍‌୍‌ ବି’ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏକ ଥ୍ରୀଲର ଅଟେ। ଯଦିଓ ନିର୍ମାତାମାନେ ଫିଲ୍ମର ବିଷୟବସ୍ତୁ ପ୍ରକାଶ କରିନାହାନ୍ତି, ହେଲେ ଫିଲ୍ମର ଟାଇଟଲକୁ

ବିଜୁ ପଟ୍ଟନାୟକ ପ୍ରିୟ ବିମାନ ଡାକୋଟା ‌‌ନିର୍ମାଣ କଲେ ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତିଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି ପଡ଼ିଛନ୍ତି ଛାତ୍ରୀଛାତ୍ର। ବିଜୁ ପଟ୍ଟନାୟକଙ୍କ କଳାକୃତିଟି

ସୁସ୍ମିତାଙ୍କୁ ହାର୍ଟ ଆଟାକ୍

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ପ୍ରଥମ ହାର୍ଟଆଟାକ୍‌ ଆସିଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ କହିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ବହୁତ ବିଗିଡ଼ି ଯାଇଥିଲା। ତାଙ୍କର

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌। ଯାନଚାଳନା ବା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପରୀକ୍ଷା ପଦ୍ଧତି ଲାଗୁ କରାଯିବ। ଏଥିପାଇଁ ବୁଧବାର ଖାରବେଳ ଭବନଠାରେ ଓଡ଼ିଶା ରାଜ୍ୟ ପରିବହନ

ରାହୁଲଙ୍କୁ ସମାଲୋଚନା; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଦିଆଯାଉ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦିଆଯାଉ । କିଛି ଏଭଳି ଦାବି ଏବେ ଉଠିଛି। ବାସ୍ତବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡର ରାୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସ ମହାଧିବେସନକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ମୋର ୫୨ ବର୍ଷ ଧରି ଘର ନାହିଁ। ଆଉ ଏହି

୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ

ଇତିହାସ ରଚିଲା ନାଗାଲାଣ୍ଡ, ପ୍ରଥମ କରି ଜିତାଇଲା ୨ଜଣ ମହିଳା ପ୍ରାର୍ଥୀଙ୍କୁ

ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ଜିତାଇ ୨୦୨୩ ବିଧାନସଭା ନିର୍ବାଚନକୁ ନାଗାଲାଣ୍ଡ୍‌ ସ୍ମରଣୀୟ କରିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ଗଣନା ଚାଲିଥିବା ବେଳେ ଦୁଇ ମହିଳା

ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।