Odia News Portal
Yearly Archives

2023

ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସଡ଼କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ । ଆଉ କୌଣସି ଗାଁ ଗଣ୍ଡା ଅପହଞ୍ଚ ହୋଇ ରହିନାହିଁ । କେବଳ ଗ୍ରାମାଞ୍ଚଳ କାହିଁକି, ସଦର ମହକୁମାରେ ବି ଉନ୍ନତ ରାସ୍ତାଘାଟ ରହିଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ ସଂପୂର୍ଣ୍ଣ ହେବା ଉପରେ ।

ଆମେରିକା ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଏସ୍ ଜୟଶଙ୍କର

ଆଜି ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ସାକ୍ଷାତ କରିବେ। ପ୍ରଥମେ ଜୟଶଙ୍କର ରାଷ୍ଟ୍ରପତି ଭବନର

ଆଦାନୀଙ୍କୁ ମିଳିଲା ଆଶ୍ୱସ୍ତି; ୨୪ ଘଣ୍ଟାରେ ବୃଦ୍ଧି ହେଲା ୨.୧୯ ଅରବ୍ ଡଲାର ସମ୍ପତି

ମାସେରୁ ଅଧିକ ସମୟ ହେଲା ଧନୀ ତାଲିକାରୁ ଖସିଥିବା ଗୌତମ ଆଦାନୀଙ୍କୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ପରି, ବୁଧବାର ଆଦାନୀ ଗ୍ରୁପର ସେୟାରରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ମୋଟ ସମ୍ପତ୍ତି ୨.୧୯ ଅରବ୍ ଡ଼ଲାର ବଢ଼ିଛି ଏବଂ ସେ ଧନୀ ତାଲିକାର ୩୪ରୁ ୩୦ଶ ସ୍ଥାନକୁ ଉଠିଛନ୍ତି

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି; ଚୟନ ପ୍ରକ୍ରିୟାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳ…

ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ନିର୍ବାଚନ କମିସନର ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନିର୍ଦ୍ଦିଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ‌ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀଦଳର ନେତା ଓ

ରେକର୍ଡ ଭାଙ୍ଗିଲା ଫେବ୍ରୃଆରୀ ତାତି, ମାର୍ଚ୍ଚରୁ ସିଝାଇବ ‘ଲୁ’

ମାର୍ଚ୍ଚ ମାସରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ଏର୍ବେ ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ । ମାର୍ଚ୍ଚରୁ ମେ’ ମା ମଧ୍ୟରେ ରାଜ୍ୟରେ ଦିନ

ବୈତରଣୀ ବ୍ରିଜ ନିକଟରୁ ଦୁଇଟି ଅଫୁଟା ବୋମା ଉଦ୍ଧାର

କଟକ- ଚାନ୍ଦବାଲି ମୁଖ୍ଯ ରାସ୍ତାର ବୈତରଣୀ ବ୍ରିଜ ନିକଟରୁ ୨ଗୋଟି ହାତ-ତିଆରି ବୋମାକୁ ଉଦ୍ଧାର କରିଛି ଚାନ୍ଦବାଲି ପୁଲିସ। ସୂଚନା ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ କିଛି ସ୍ଥାନୀୟ ଯୁବକ ଶୌଚ ହେବାକୁ ଯାଇଥିଲେ। ଗୋଟିଏ ବ୍ଯାଗରେ ୨ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ

ପିଣ୍ଟୁଙ୍କ ବିୟୋଗ ଓଡିଆ ଚଳଚ୍ଚିତ୍ର ପାଇଁ ଅପୂରଣୀୟ କ୍ଷତି :ବିଶ୍ବଭୂଷଣ

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ଜନିତ ଖବର ପାଇବା ପରେ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଓଡ଼ିଆ

ଏତଲା ପରେ ମିଛ ପ୍ରଶ୍ନପତ୍ର ଭାଇରାଲ କରିଥିବା ବ୍ୟକ୍ତି ଜଣକ କଲେ ଭିଡିଓ ଡିଲିଟ

ପ୍ରଶ୍ନପତ୍ର ଭାଇରାଲ ମିଛ କଥା କହି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ନିଜର ସବସ୍କ୍ରାଇବର ଓ ଭିୟୁ ବଢାଇବା ପାଇଁ ପ୍ରଶ୍ନପତ୍ର ଦେବାଭଳି ଦାବି କରୁଥିବା ୟୁଟ୍ୟୁବରଙ୍କ ମନରେ ଛନକା ପଶିଛି । ଅଭିଷେକ ପଣ୍ଡା ନାମକ ଜଣେ ୟୁଟ୍ୟୁବର ନିଜ ଚ୍ୟାନେଲର ଭିୟୁ ଓ ସବସ୍କ୍ରାଇବ ବଢାଇବା ପାଇଁ

ଏଣିକି ଲିଭଇନରେ ରହିବା ପାଇଁ କରିବାକୁ ପଡିବ ଆଇନଗତ ରେଜିଷ୍ଟ୍ରେସନ

ବିବାହ ପରି ଲିଭ୍ ଇନ୍ ରିଲେସନସିପରେ ବି ରହିବାକୁ ହେଲେ ଏଣିକି ଆଇନଗତ ଭାବେ ରେଜିଷ୍ଟ୍ରସନ୍ କରିବାକୁ ପଡିବ । ଏଥିପାଇଁ ସୁପ୍ରିମକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା । କିଛି ଦିନ ହେବ ଲିଭ ଇନ୍ ରିଲେସନସିପକୁ ନେଇ ଅପରରାଧ ବଢିବାରେ ଲାଗିଛି । ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ୍ ପରେ ପରେ

+୨ କଳା ଓ ବାଣିଜ୍ୟ ପରୀକ୍ଷା; ପ୍ରଥମ ଦିନରେ ମାତୃଭାଷା ଦେଉଛନ୍ତି ଛାତ୍ରଛାତ୍ରୀ

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୩ହଜାର ୧୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ ୧୧୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି । ପରୀକ୍ଷା