Odia News Portal
Yearly Archives

2023

ମାଡମାରି ତଡିଦେଲେ ପୁଅବୋହୂ: ଗାଁ ମଶାଣି ଘରେ ଝିଅ ଓ ନାତି ନାତୁଣୀ ସହ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ବୃଦ୍ଧ ଦମ୍ପତିଙ୍କୁ ପୁଅବୋହୂ ମାଡମାରି ଘରୁ ତଡିଦେଲେ । ବୃଦ୍ଧ ଦମ୍ପତି ଝିଅ, ନାତି,ନାତୁଣୀଙ୍କ ସହ ଗାଁ ମଶାଣି ଶବଦାହ ଘରେ ଦୁଇଦିନ ଧରି ଆଶ୍ରୟ ନେଇଥିବା ବେଳେ ଖବରପାଇ ଉଦ୍ଧାର କଲେ ବ୍ଲକ ଅଧ୍ୟକ୍ଷ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ

୩ ବର୍ଷରେ ୨୪୫ ହାତୀ ମୃତ

ଗତ ୩ ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ । ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ଜଣ ହାତୀ ମରିଛନ୍ତି । ୨୪୫ ମଧ୍ୟରୁ ୬ଟି ହତୀ ଶିକାର ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୩ ବର୍ଷ ମଧ୍ୟରେ

କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ

କଟକରେ ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି ।କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର

ପୋଲିସ ଉପରେ ଆକ୍ରମଣ କରିବାକୁ ବିଜେପିର ଚକ୍ରାନ୍ତ

ବିଜେଡିର କେନ୍ଦ୍ର ବିରୋଧୀ ପ୍ରତିବାଦକୁ କାଉଣ୍ଟର କରିବାକୁ ବିଜେପି କରିଛି ଗେମ୍ ପ୍ଲାନ୍ । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି । ଏହି ଘେରାଉ ସମୟରେ ବିଜେପି କର୍ମୀ ଜାଣିଶୁଣି ପୋଲିସ ଉପରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ, ନଚେତ୍ ପାପ ଲାଗିବ : ପ୍ରୀତି ରଞ୍ଜନ ଘଡେଇ

ପ୍ରଶ୍ନକାଳରେ ବିରୋଧୀଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ତେରଚ୍ଛା ବାଣ । ମୁମ୍ବାଇରେ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରୁଛନ୍ତି । ଓଡିଶାକୁ ପୁଞ୍ଜି ନିବେଶ ପାଇଁ ଆଲୋଚନା କରୁଛନ୍ତି । ୧୦ଲକ୍ଷ କୋଟି ଟଙ୍କାର ଇଣ୍ଟଣ୍ଡ ଇନଭେଷ୍ଟମେଣ୍ଟ ଆସିଛି । ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ,

ଜଳୁଛି ଜଙ୍ଗଲ, ଆୟତ୍ତ କରିପାରୁନାହିଁ ଅଗ୍ନିଶମ ବିଭାଗ

ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ବି ନିଆଁକୁ ଆୟତ୍ତ କରାଯାପାରିନାହଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଥିବା ବନବିଭାଗ

ବିଧାନସଭାରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନେଇ ବିଜେଡି ସଦସ୍ୟଙ୍କ ପ୍ରତିବାଦ

ଆଜି ବି ଚାଲିପାରିଲାନି ବିଧାନସଭା । ଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡିର ପ୍ରତିବାଦ । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି

ପୁଣି କେନ୍ଦ୍ରୀୟ ଅବହେଳାକୁ ନେଇ ଗର୍ଜିଲା ବିଜେଡି

ପୁଣି କେନ୍ଦ୍ରୀୟ ଅବହେଳାକୁ ନେଇ ଗର୍ଜିଲା ବିଜେଡି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ କରିଛି ବିଜେଡି । ଏହାକୁ ନେଇ ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି ।

ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଦିଆ

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ସିବିଆଇ

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମଙ୍କ ରିମାଣ୍ଡ: ସତ ଓଗାଳୁଛନ୍ତି ଅଭିଯୁକ୍ତ

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମ ଦେଙ୍କ ରିମାଣ୍ଡ। ବାବୁରାମଙ୍କ ରିମାଣ୍ଡର ଆଜି ହେଉଛି ଶେଷ ଦିନ। ଏହି ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ପୁଲିସ ଆଗରେ ସତ ଓଗାଳିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଚାନ୍ଦିପୁର ଥାନା