୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି କରିଥିଲେ,ମାଲିକ ସମେତ ୭ ଅଭିଯୁକ୍ତ ଗିରଫ
ପାଇପ୍ଲାଇନ୍ରୁ ୨୪ ହଜାର ଲିଟର ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗରେ ସମ୍ବଲପୁର ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପେଟ୍ରୋଲ ପମ୍ପର ମାଲିକ ମଧ୍ୟ ଥିବା ଜଣାଯାଇଛି। ସମ୍ବଲପୁର ପୁଲିସ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି। ପୁଲିସ!-->…
