Odia News Portal
Yearly Archives

2023

ଇଞ୍ଜିନରୁ ତେଲ ଲିକ୍ ପରେ ନେଓ୍ବାର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ଫ୍ଲାଇଟର ଷ୍ଟକହୋମରେ ଜରୁରୀ ଅବତରଣ

ଆମେରିକାର ନେଓ୍ବାର୍କ (ନ୍ୟୁ ଜର୍ସି) ରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ‘ଏଆଇ-୧୦୬ ଫ୍ଲାଇଟ୍ ସ୍ୱିଡେନର ଷ୍ଟକହୋମରେ ଜରୁରୀ ଅବତରଣ କରିଛି । ରିପୋର୍ଟ ଅନୁଯାୟୀ ବିମାନଟିର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେବା ପରେ ଏହାକୁ ଷ୍ଟକହୋମରେ ଏମର୍ଜନ୍ସି

ବିଜେପିକୁ ବଡ଼ ଝଟକା: ମେୟର ନିର୍ବାଚନ ଜିତିଲେ ଆପ୍ର ଶେଲୀ ଓବରୟ

ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି ନିର୍ବାଚନ ଶେଷ

ଭୂମିକମ୍ପରେ ଥରିଲା ରାଜଧାନୀ

ଆଜି ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୪ ରେକର୍ଡ଼ କରାଯାଇଛି। ସେହିପରି ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି

ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତ‌ାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ। ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ

ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି

ବିଧାନସଭା ଅଧିବେଶନ ଜାରି ରହିଥିବାବେଳେ ଅପରାହ୍ନରେ ବି ଗୃହରେ ହଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି

ଆର୍‌ଜେଡି ବିଧାୟକଙ୍କ ଦାବି; ହୋଲିପରେ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ

ଚଳିତବର୍ଷ ହୋଲି ପରେ ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦିନାରାର ଆର୍‌ଜେଡି ବିଧାୟକ ବିଜୟ ମଣ୍ଡଳ ଦାବି କରିଛନ୍ତି । ସୂଚନାଯୋଗ୍ୟ ତେଜସ୍ୱୀଙ୍କ ନେତୃତ୍ୱରେ ୨୦୨୫ ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ

ଡିଜିପିଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଡିଜିପି ସୁନୀଲ ବଂଶଲଙ୍କୁ ଆଜି ସାକ୍ଷାତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ଜଣାପଡ଼ି । ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ନବକିଶୋର

ପେଟ୍ରୋଲ ପମ୍ପ ଗୁଳିକାଣ୍ଡ ଘଟଣା, ମାଷ୍ଟରମାଇଣ୍ଡ ମାନେଜ ଗିରଫ

ଝାରପଡ଼ା ପେଟ୍ରୋଲ ପମ୍ପ ଗୁଲିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ମେନାଜ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମନୋଜଙ୍କ ଘର ସମ୍ବଲପୁର ଜିଲାର ବୁର୍ଲା ଥାନା ଗାନ୍ଧୀନଗର ଅଞ୍ଚଳରେ । ସେ ଖାରେବଳନଗର ଥାନା ଅନ୍ତଗର୍ତ ରିକ୍ସା କଲୋନୀର ରହୁଥିଲେ । ତାଙ୍କ ନିକଟରୁ ଏକ

ମୋ ବସ୍‌ରୁ ଚୋରି ଅଭିଯୋଗରେ ମହିଳା ଗିରଫ

ଚୋରି ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ସେ ହେଲେ କଟକ ଜିଲାର କିରଣ ସିନ୍ଧେ । ତାଙ୍କ ଠାରୁ ପୁଲିସ ଚୋରି ହୋଇଥିବା ୨୦୦୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଜଣକ ଶିଶୁପାଳଗଡ଼ରେ ଥିବା ଏସବିଆଇ

ଆସନ୍ତାକାଲି ସୁଆଣ୍ଡୋ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି। ଆସନ୍ତାକାଲି ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ