ଯୌତୁକ ପାଇଁ ଚାଲିଗଲା ନବ ବଧୂର ଜୀବନ
ଯୌତୁକ ପାଇଁ ବଧୂ ହତ୍ୟା। ବାପ ଘରୁ ଅଧିକ ଯୌତୁକ ଦାବିକରି ଜଣେ ବଧୂକୁ ତାର ଶାଶୁ ଘର ଲୋକ ବିଭିନ୍ନ ନିର୍ୟ୍ୟାତନା ଦେବା ସହ ଜୀବନରୁ ମାରି ଟାଙ୍ଗିଦେଥିବା ନେଇ ଅଭିଯୋଗ ହୋଇଛି । କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ଗୋପାଳପୁର ଗ୍ରାମର ସୁନିଲ ପ୍ରଧାନଙ୍କ ପୁଅ ରଞ୍ଜନଙ୍କୁ ୨୦୨୦ ମସିହାରେ ଏହି!-->…
