Odia News Portal
Yearly Archives

2023

ହ୍ରାସ ପାଇଲା ବିଦେଶୀ ମୁଦ୍ରା ଭଣ୍ଡାର

ଫେବୃୟାରୀ ୧୦ ତାରିଖ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୬୬.୯୪ ବିଲିଅନ ଡଲାର ରହିଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୮.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଗତ ୧୧ ମାସ ମଧ୍ୟରେ ପୂର୍ବରୁ କୌଣସି ସପ୍ତାହରେ ଏତେ ମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇ ନଥିଲା। ଫେବୃୟାରୀ ୩ ତାରିଖ ସୁଦ୍ଧା

ହ୍ରାସ ପାଇଲା ସୁନା ଦର

ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର। ସୁନା ଦର ଏହି ସପ୍ତାହ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏବେ ସୁନା ଦର ୧୦ ଗ୍ରାମ୍‌ ପିଛା ପ୍ରାୟ ୫୬ ହଜାର ଟଙ୍କା ରହିଛି। ସପ୍ତାହ ସାରା ସୁନା ଦର କମ୍‌, ବେଶୀ ହେଉଥିବା ବେଳେ ପୂର୍ବରୁ ୧୦ ଗ୍ରାମ୍‌ ପିଛା ୫୭ ହଜାର ଟଙ୍କା ଥିବା ସୁନାର ଦର ହ୍ରାସ

ଦିଲ୍ଲୀରେ ଖୋଲିଲା ଆଲେନର ଶାଖା, ଶିରିଫୋର୍ଟ ସଭାଗାରରେ ଆୟୋଜିତ ହେଲା ଶୁଭାରମ୍ଭ କାର୍ଯ୍ୟକ୍ରମ

ମେଡିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ଏଣିକି ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର ଅଂଚଳ (ଗାଜିଆବାଦ, ଫରିଦାବାଦ,ନୋଏଡା,ଗ୍ରେଟେର ନୋଏଡା,ଗୁରୁଗ୍ରାମ)ର ଛାତ୍ରଛାତ୍ରୀମାନଙ୍କୁ ରାଜସ୍ଥାନର କୋଟା ଯିବାକୁ ପଡ଼ିବ ନାହିଁ। ଦେଶ ବିଦେଶରେ ମେଡିକାଲ ଏବଂ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାର

ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ

ଆମେରିକୀୟ ଷ୍ଟ୍ରିମିଂ ସେବା ପ୍ରଦାନକାରୀ କମ୍ପାନି ନେଟ୍‌ଫ୍ଲିକ୍ସର ବ୍ୟାବସାୟିକ ଅଗ୍ରଗତି ଭଲ ରହିଛି ବୋଲି ଏହାର କୋ-ସିଇଓ ଟେଡ୍ ସାରାନଡୋସ୍‌ କହିଛନ୍ତି। ନିକଟରେ ଭାରତ ଗସ୍ତରେ ଆସିଥିବା ସାରାନଡୋସ୍ କହିଛନ୍ତି ୨୦୨୨ରେ ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ ରହିଥିଲା।

୫ ବର୍ଷର ପୂର୍ଣ୍ଣ ଜିଏସଟି କ୍ଷତିପୂରଣ ରାଜ୍ୟମାନଙ୍କୁ ଦିଆଯିବ; ନିର୍ମଳା ସୀତାରମଣ

ଦ୍ରବ୍ୟ ଏବଂ ସେବା କର ବା ଜିଏସଟିର ୪୯ତମ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆପିଲେଟ ଟ୍ରିବ୍ୟୁନାଲ ଗଠନ ବ୍ୟତୀତ କିଛି ସାମଗ୍ରୀ ଉପରେ ଟିକସ ହାର କମାଇବା ନେଇ ମଧ୍ୟ ଆଲୋଚନା

ଆଇସିସି ଟି-୨୦ ମହିଳା ବିଶ୍ୱକପ: ୧୧ ରନରେ ହାରିଲା ଭାରତ

ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶନିବାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ୧୧ ରନ୍‌ରେ ହାରିଯାଇଛି। ଫଳରେ ସେମିଫାଇନାଲ୍ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି। ରେଣୁକା ସିଂହ ଠାକୁରଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ଇଂଲଣ୍ଡ ୭ ୱିକେଟ୍ ହରାଇ ୧୫୧ ରନ୍‌ର

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ୱାଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖିବାକୁ ଅନୁରାଧାଙ୍କୁ

ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ

ମାର୍ଚ୍ଚରେ ସରିବ ସ୍ମାର୍ଟ ସିଟି ପ୍ରକଳ୍ପ

ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେ‌ଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେ‌ଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ

ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍‌ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ