Odia News Portal
Yearly Archives

2023

୨୬ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି । ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗର ସଚେତନତା ଜାରି । ଜୁଆର ଓ ପବନ ଆଶଙ୍କାରେ ଆଜିଠୁ ୨୬ ଯାଏଁ ସମୁଦ୍ର

ପଶ୍ଚିମବଙ୍ଗରେ ଦୁର୍ଘଟଣା: ୨ ଓଡ଼ିଆ ମୃତ

ଭ୍ଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ । ସୀମାବର୍ତ୍ତୀ ନାରାୟଣଗଡ଼ ନିକଟରେ ଟ୍ରକ୍ ସହ କାର୍ ଧକ୍କା ହୋଇଛି । ଦୁର୍ଘଟଣାରେ କାରରେ ଥିବା ୨ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧରେ ଶିଶୁ ଓ ମହିଳା ଥିବାବେଳେ ମେଦିନାପୁର ମେଡିକାଲରେ

ମାଆଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା। ମାଆଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର। ପୀଠରେ ମାଆଙ୍କର ଆଜି ନବମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ। ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ। ଆଜି ମହିଳା ମାନେ ମାଆଙ୍କ

ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା, କାଲିଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ଏସଆରସିଙ୍କ ସୂଚନା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି ।ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହି ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ମଧ୍ୟରାତ୍ରରେ ଦୁର୍ବଳ

ପୂଜା ମଣ୍ଡପରେ ମାତିଲେ ଲୁଟେରା, ୧୫ ମିନିଟ୍‌ରେ ନେଇଗଲେ ୪ଟି ସୁନା ଚେନ୍

ରାଜଧାନୀ ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପରୁ ଆଜି ୧୫ ମିନିଟ୍ ମଧ୍ୟରେ ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ମା’ଙ୍କ ଅଷ୍ଟମୀ ପୂଜା ପାଇଁ ଭୁବନେଶ୍ୱରର ଅନ୍ୟାନ୍ୟ ମଣ୍ଡପ ଭଳି ବମିଖାଲ ମଣ୍ଡପରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଏସ୍‌ଆଇଙ୍କୁ ହାଣିଲା ଯବାନ

ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଯବାନ । ଗିରଫ କରିବାକୁ ଯାଇଥିବା ବେଳେ ବାଙ୍କୀ ଥାନା ଏସ୍‌ଆଇଙ୍କୁ ଆକ୍ରମଣ ହୋଇଥିା ସୂଚନା ରହିଛି । ବାଙ୍କୀ ଥାନା ଏସ୍‌ଆଇ ସମ୍ବିତ ସ୍ୱାଇଁ ଓ କନେଷ୍ଟବଲଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ହାଣିଲା ଯବାନ । ଆକ୍ରମଣରେ

୪ ହଜାର ବୋତଲ କଫ ସିରଫ ଜବତ, ୬ ଅଭିଯୁକ୍ତ ଗିରଫ

ଵଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ଚଢ଼ାଉ କରି କଫ ସିରପ ଜବତ କରିଛି । ସୋନପୁରରୁ ସମ୍ବଲପୁରକୁ ଵଲାଙ୍ଗିର ଦେଇ ଯାଉଥିବା କଫ ସିରଫ ବୋଝେଇ ଗଡ଼ିଲି ମାଡ଼ି ବସିଛି ଵଲାଙ୍ଗିର ପୋଲିସ । ଗାଡିରେ ଥିବା ୪ ହଜାର ବୋତଲ କଫ ସିରଫ ଜବତ କରିବା ସହ ୬ ଅଭିଯୁକ୍ତ ଗିରଫ କରିଛି ପୋଲିସ  । ଏନେଇ

ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିସନ ଶକ୍ତି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ୪ ପ୍ରତିଶତ ବଢ଼ିବା ପରେ ମହଙ୍ଗା

ଆଜି ସାରା ରାଜ୍ୟରେ ଗଡୁନି ଘରୋଇ ବସ୍

ଗଡୁନି ଘରୋଇ ବସ୍ । ଆଜି ସାରା ରାଜ୍ୟରେ ଗଡୁନି ବସ୍। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଗଡୁନି ବସ୍ । ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନ । ସକାଳ ୬ଟାରୁ ଗଡୁନି ବସ୍ । ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଧର୍ମଘଟ ପାଇଁ ସଂଘ ପକ୍ଷରୁ ପାର୍ବଣ ସମୟରେ ଏଭଳି କଠୋର