ଗୋପାଳ ଦାସଙ୍କ ନାଁରେ ଏତଲା ଦେଲେ ବ୍ରଜରାଜନଗର ଥାନାଧିକାରୀ
ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି।ମିଳିଥିବା ସୂଚନା ଅନୁଯାୟୀ, ଗୁଳି ମାରିଥିବା ଗୋପାଳ!-->…
