Odia News Portal
Yearly Archives

2023

ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ । କଂଗ୍ରେସର ବରିଷ୍ଠ ନେତା ଥିଲେ ଯୁଧିଷ୍ଠିର ସାମନ୍ତରାୟ। ୭୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଯୁଧିଷ୍ଠିର । ପିପିଲିରେ ୧୯୯୫ରୁ ୨୦୦୦ ମସିହା

କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଅଟକ

କେନ୍ଦୁଝରରେ ବି ବ୍ରାଉନସୁଗାର ଚେର। ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହଯୋଗରେ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତର ନାମ ରବୀନ୍ଦ୍ର ସାମଲ(୩୭) ହୋଇଥିବାର ବେଳେ ତାର ଘର ଆନନ୍ଦପୁର ଅଞ୍ଚଳରେ

ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ଭାରତର ବିଭିନ୍ନ ସ୍ଥାନରେ କିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି । ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର

୭୮ରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ ବ୍ୟକ୍ତିତ୍ୱ,

ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର,

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ଦିଲ୍ଲୀ ଏନସିଆରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ସହ ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭବ କରିଥିଲେ ଲୋକେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ନିକଟରେ ଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ

ହୃଦଘାତରେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସରଙ୍କ ମୃତ୍ୟୁ

ହୃଦଘାତରେ ଚାଲିଗଲା ପ୍ରଫେସରଙ୍କ ଜୀବନ । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇତିହାସ ପ୍ରଫେସର ନିହାରକାନ୍ତ କବିଙ୍କର ଆଜି ସକାଳୁ ସକାଳୁ ହୃଦଖାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।୧୯୪୧ ମସିହା ମେ ମାସ ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜନ୍ମ

ଭୁବନେଶ୍ୱର AIIMS ରେ ଖୋଲିବ ରିଜିଓନାଲ ଫରେନ୍ସିକ ଲାବୋରେଟୋରି

ମୃତ ବ୍ୟକ୍ତିଙ୍କ ଫଟୋରୁ ପରିଚୟ ଖୋଜିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏ ନେଇ ଭୁବନେଶ୍ୱରସ୍ଥିତ AIIMS ରେ ଆଞ୍ଚଳିକ ଫୋରେନସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି । ଏହା ଦ୍ୱାରା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ବହୁସଂଖ୍ୟକ ମୃତାହତ ହେଲେ ଶବ ଚିହ୍ନଟ ଓ

ଥାନାରୁ ଜବତ ବାଣ ଓ ମଦର ସନ୍ଦେହଜନକ ଚୋରାଚାଲାଣ

ଜବତ କରାଯାଇଥିବା ବାଣ ଓ ମଦକୁ ଥାନାରୁ ଚୋରାଚାଲାଣ ଅଭିଯୋଗ । ଜଣେ ହୋମଗାର୍ଡ ପୋଲିସ କର୍ମଚାରୀଙ୍କ ଜାଣତରେ ଜବତ ବାଣ ଓ ମଦ ଥାନାରୁ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି।

ବିଜେବି କଲେଜରେ ଗଣ୍ଡଗୋଳ

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଗଣ୍ଡଗୋଳ ସୂଚନା । ଗଣ୍ଡଗୋଳରେ ଏବିଭିପର ୬ ଜଣ ଛାତ୍ର ଆହାତ ହୋଇଥିବା ସୂଚନା । ଏବିଭିପି କୋର କମିଟି ଗଠନକୁ ନେଇ ଗଣ୍ଡଗୋଳ ହୋଇଥିଲା ।