Odia News Portal
Yearly Archives

2023

ମାନସିକ ସ୍ଥିତି ଠିକ୍‍ ନଥିବାରୁ ବାଚାଳାମି କରୁଛନ୍ତି ଜୟନାରାୟଣ: ବିଜେଡି

ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି । ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି

ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଯୋଜନାର ଶୁଭାରମ୍ଭ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି

ଉଲଗ୍ନ ହୋଇ ମା’ଝିଅ ରାସ୍ତାରେ ଚାଲିବା ଘଟଣା; ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

ସୁନ୍ଦରଗଡ଼ରେ ରାଜରାସ୍ତାରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳା ଓ ତାଙ୍କ ଝିଅ ଉଦ୍ଧାର ହେବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏପରି ଏକ ସ୍ପର୍ଶକାତର ଘଟଣାରେ ପ୍ରଶାସନ

‘ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ’ ପୁସ୍ତକ ଉନ୍ମୋଚିତ

ଉନ୍ମୋଚିତ ହେଲା ପୁସ୍ତକ ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ । ଡ. ପୀତବାସ ମିଶ୍ରଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଆଜି ପୁରୀ ୟୁଥ ହଷ୍ଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଏହି ପୁସ୍ତକ ରଚନା

ବାହାନଗା ଟ୍ରେନ ଟ୍ରାଜେଡି: ସମସ୍ତ ୨୮ଟି ଅଚିହ୍ନା ଶବ ସତ୍କାର ଶେଷ

ରିଲା ବାହାନଗା ଟ୍ରେଟ୍ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ଭୋରୁ ସରିଛି । ବିଏମ୍ସି ଓ ଏମ୍ସ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ୨୮ଟି ଅଚିହ୍ନା ମୃତଦେହ ଭରତପୁର ଶ୍ମଶାନରେ ସତ୍କାର କରାଯାଇଛି । CBIର ଦିଲ୍ଲୀ ଅଧିକାରୀଙ୍କ

ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦

ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦ । ୱେବ୍ ସଂକ୍ରାନ୍ତୀୟ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ( ମୁକ୍ତା) କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହା ରାଜ୍ୟର

ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ?

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ପୋଷାକ ଉପରେ ଲାଗିଲା କଟକଣା । ଏଣିକି ଶ୍ରଦ୍ଧାଳୁ ପିନ୍ଧି ପାରିବେ ନାହିଁ ଶାଳୀନତା ନଥିବା ପୋଷାକ । ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା । ଚିରା ଫଟା ଜିନ୍ସ, ସ୍ଲିଭ ଲେସ୍ ପୋଷାକ, ହାଫ ପ୍ୟାଣ୍ଟ ପିନ୍ଧିଥିଲେ ମନ୍ଦିର

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ଵ ,ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ଵରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ ରାଜ୍ୟ

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ