ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ : ଆଇଏମଡି ଡିଜି
ଅକ୍ଟୋବରରେ ବାତ୍ୟା ଆଶଙ୍କା ରହିଛି । ତେବେ ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ!-->…