Odia News Portal
Yearly Archives

2023

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଏ । ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର । ୨ ମାଓବାଦୀ ନିହତ । ତାଡ଼ମେଟଲା ଅଞ୍ଚଳରେ ଯବାନ -ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଗୁଳିରେ ୨ ମାଓବାଦୀ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି ।

ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା

ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା । ପ୍ରତ୍ୟେକ ଦିନ ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତାଠାରୁ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସହର ମଧ୍ୟରେ ଭାରିଯାନ ଚଳାଚଳ

ଦୁଇ ସମ୍ପର୍କୀୟ ଭାଇଙ୍କୁ ହାଣି ନିର୍ମମ ହତ୍ୟା:୨ ଅଟକ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଦୁଇ ସଂପର୍କୀୟ ଭାଇଙ୍କୁ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅଟକଥିବା ଦୁଇ ହେଲେ ଜାନକୀ ଭୂୟାଁ ଓ ତାଙ୍କ ଭାଇରୋହିତ ଭୂୟାଁ। ସେମାନଙ୍କ ନିକଟରୁ

ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତିଙ୍କ ଶପଥ 

ଓଡ଼ିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି । ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଦୁଇ ନୂଆ

ବାହାନଗା ଟ୍ରେନ ଟ୍ରାଜେଡି : ଏବେବି ଅଚିହ୍ନା ୨୮ ମୃତ ଦେହ

 ବାହାନଗା ଟ୍ରେନ ଟ୍ରାଜେଡି ,ଏମସ ରେ ପଡ଼ିରହିଛି ୨୮ ମୃତ ଦେହ । ସୂଚନା ଦେଲେ ଭୁବନେଶ୍ୱର ଏମସ ସୁପରିଟେଣ୍ଡେଣ୍ଟ । ମୋଟ ୮୧ଟି ମୃତ ଦେହ ଥିଲା , ଦାବିଦାର ଥିଲେ ୧୧୦ ଜଣ । ଡିଏନଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ କଲା । ମ୍ୟାଚ ହୋଉନଥିବା ୨୮ ମୃତ ଦେହ ଏମସ ରେ ସଂରକ୍ଷିତ ରହିଛି । ଗତ

ପ୍ରଶ୍ନପତ୍ର ତ୍ରୁଟି ଓ ରେଜଲ୍ଟ ପ୍ରକାଶନରେ ଅସନ୍ତୁଷ୍ଟ ନେଇ ଓଟିଇଟି ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

 କଟକ ବୋର୍ଡ ଅଫିସ ଘେରିଲେ ଶହ ଶହ ଓଟିଇଟି ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ତ୍ରୁଟି ଓ ରେଜଲ୍ଟ ପ୍ରକାଶନରେ ଅସନ୍ତୁଷ୍ଟ ହୋଇ ଘେରିଲେ । ଗୁରୁବାର ବାହାରିଥିବା ରେଜଲ୍ଟକୁ ନେଇ ଖୁସି ନାହିଁନ୍ତି ପରୀକ୍ଷାର୍ଥୀ ।

ରକ୍ତ ଅଦଳବଦଳ: ୪ ସସ୍‌ପେଣ୍ଡ

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୪ ସସ୍‌ପେଣ୍ଡ । କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍ ସସ୍‌ପେଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ୪ ଜଣଙ୍କୁ ସସ୍‌ପେଣ୍ଡ କଲେ ରକ୍ତଭଣ୍ଡାର ନିର୍ଦ୍ଦେଶକ । ଗତ ୨୯ ତାରିଖରେ ଜଣେ ରେଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା । ଏ

ବିଶିଷ୍ଟ ଶିକ୍ଷାବିତ ଦୀନବନ୍ଧୁ ମିଶ୍ରଙ୍କ ପରଲୋକ

ପୁରୀ ମୁନସିପାଲ୍ ହାଇସ୍କୁଲ ଓ ବିଶ୍ଵମ୍ଭର ବିଦ୍ୟାପୀଠ ର ପ୍ରାକ୍ତନ ଶିକ୍ଷକ ତଥା ବଳଗଣ୍ଡି ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଛାତ୍ରବତ୍ସଳ ଶିକ୍ଷାବିତ୍ ଦୀନବନ୍ଧୁ ମିଶ୍ରଙ୍କ ୮୫ ବର୍ଷରେ ପରଲୋକ ହୋଇଛି। ଗଣିତ ଓ ବିଜ୍ଞାନ ବିଦ୍ୟାରେ ଶହଶହ କୃତି ଛାତ୍ର ଛାତ୍ରୀ ସୃଷ୍ଟି କରିଥିବା

ବିଡ଼ା ବିଡ଼ା ନକଲି ନୋଟ ଜବତ, ଉଲୁଣ୍ଡା ଠାରେ ଏସଟିଏଫର ଚଢାଉ

ବିଡ଼ା ବିଡ଼ା ନକଲି ନୋଟ ଜବତ। ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ। ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଛି ଏସଟିଏଫ। ସୋନପୁର ଉଲୁଣ୍ଡା ଠାରେ ଚଢାଉ କରି ଏସଟିଏଫ ନକଲି ନୋଟ୍ ଜବତ କରିବା ସହ ଜଣେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରିଛି।