କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ପଛପଟେ ଏକ ଗଛରେ ଜନୈକ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ବୁଧବାର ଜବତକରି ତଦନ୍ତ ଆରମ୍ଭ କରିଛି ବେତନଟୀ ପୁଲିସ। ମୃତ ଛାତ୍ରଜଣକ ହେଉଛି ରାଗ୍ଧା ଗ୍ରାମର ହାଡ଼ିବନ୍ଧୁ ସିଂର ପୁଅ ଜଗବନ୍ଧୁ ସିଂ।
!-->!-->!-->…