ଚନ୍ଦ୍ରଯାନ-୩: ରମ୍ଭା, ଚାଷ୍ଟେ ଓ ଇଲସା ଉନ୍ମୋଚନ କରିବେ ଚନ୍ଦ୍ରର ରହସ୍ୟ
ଦୀର୍ଘ ୪୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଚକର କାଟୁଛି । ଆଜି ସନ୍ଧ୍ୟା ୬:୦୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ | ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ୪ଟି ପେଲୋଡ୍ ଲାଗିଛି | ସେମାନଙ୍କର କାମ ହେଉଛି ଚନ୍ଦ୍ର!-->…