ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ୧୦ ଦିନରେ ୨ ମୃତ, ୯ ଆକ୍ରାନ୍ତ
ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ବନାଥ ସାହୁଙ୍କ ଜୀବନ!-->…