Odia News Portal
Yearly Archives

2023

ବିଧାନ ପରିଷଦ ଓଡିଶା ପାଇଁ ଜରୁରୀ କହିଲେ ମୁନ୍ନା ଖାଁ

ବିଧାନ ପରିଷଦ ସପକ୍ଷରେ ଯୁକ୍ତି ବାଢିଲେ ବିଜେଡି ସାଂସଦ ମୁନ୍ନା ଖାଁ | ବିଧାନ ପରିଷଦ ଓଡିଶା ପାଇଁ ଜରୁରୀ କହିଲେ ମୁନ୍ନା ଖାଁ | ଅନ୍ୟ ରାଜ୍ୟରେ ଅଛି , ଆମ ରାଜ୍ୟରେ କାହିଁକି ହବନି ବୋଲି ପ୍ରଶ୍ନ କଲେ | ବିଧାନ ପରିଷଦ ଗଠନ ନେଇ ବିଧାନ ସଭାରେ ସଂକଳ୍ପ ପାରିତ ହେଇଛି | ପରିଷଦ ଗଠନ

କଂଗ୍ରେସକୁ ଫେରିବେ ସାଗରିଆ

 କଂଗ୍ରେସ କୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ସାଗରିଆ | କଂଗ୍ରେସ କୁ ଫେରିବା ନେଇ ନିଜେ କୃଷ୍ଣ ସାଗରିଆଙ୍କ ପରୋକ୍ଷରେ ସୂଚନା | ମୁଁ ଏନେଇ ଇଛା ପ୍ରକାଶ କରିସାରିଛି , ହାଇକମାଣ୍ଡ ଙ୍କୁ ବି ଜଣାଇଛି | ବିଧାୟକ ପଦରୁ ଇସ୍ତଫା ଦେଇଥିଲି , ଦଳ ମୋତେ ସୁସ୍ପେଣ୍ଡ କରିଥିଲା | କଂଗ୍ରେସ

ଛୁଆକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା

ନଅ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା। କଟକ ସଦର ଥାନା ସଇଁନ୍ଦା ନିକଟ ସିଢ଼ୁଆ ନଦୀରେ ଘଟିଛି ଏହି ଅଘଟଣ। ଛୁଆଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କ ବାପାଙ୍କର ପତ୍ତା ମିଳିପାରି ନାହିଁ। ପାରିବାରିକ କଳହରୁ ବ୍ୟକ୍ତି ଜଣଙ୍କ ଏପରି

ଚୋରା ମଦ ବେପାରୀଙ୍କୁ କାବୁ କଲା ଅବକାରୀ ବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଜଣେ ଚୋରା ମଦ ବେପାରୀକୁ ଗୋଡ଼ାଇ ଗୋଡ଼ାଇ ଫ୍ଲିଲ୍ମ ଷ୍ଟାଇଲରେ କାବୁ କରିଛି ଅବକାରୀ ବିଭାଗ। ଗିରଫ ଯୁବକ ରାଧାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖରେ

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ଯାଜପୁର ୧୬ ନମ୍ବର

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

ଆଉ ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି। ଆଜି ପରେଡ୍

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ରେ ଡେଙ୍ଗୁ ସ୍ଥିତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଙ୍କ ସୂଚନା | କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହ ରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି | ଦୈନିକ ୫୦ ରୁ ୬୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି | ଏବେ ହସ୍ପିଟାଲ ରେ ଡେଙ୍ଗୁ ରୋଗୀ ଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ଼ ଅଛି |

ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର

ଏମ୍‌ସ ଭୁବନେଶ୍ୱରରେ ଜଣେ କିଡ୍‌ନୀ ଟ୍ୟୁମର ରୋଗୀଙ୍କ ପ୍ରଥମ ରେଟ୍ରୋେପରିଟୋନିଓସ୍କୋପିକ୍ ପାର୍ସିଆଲ ନେଫ୍ରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କ ବୃକ୍‌କରେ ଅନ୍ତଃନଳୀ ଭିତରେ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅତ୍ୟାଧୁୁନିକ ପଦ୍ଧତିରେ ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର

ଟ୍ରକକୁ ପଛରୁ ପିଟିଲା କଣ୍ଟେନର, ଚାଳକ ମୃତ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକୁକୁ ପଛରୁ ଏକ କଣ୍ଟେନର ଟ୍ରକ ଧକ୍କା ଦେବା ଫଳରେ କଣ୍ଟେନର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୂତାବକ ଆଜି ସକାଳ ସମୟରେ ଓଡ଼ି-୦୫-ଏଆର-୪୯୦୧ ଆଇରନ

କ୍ୟାବିନେଟ ନିଷ୍ପତ୍ତି : ଆସିଲା ନୂଆ ଯୋଜନା, ନୂଆ ଓଡ଼ିଶା

କ୍ୟାବିନେଟ ବୈଠକରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ୧୯ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନୂଆ ଯୋଜନା ନୂତନ ଉନ୍ନତ ଅଭିଲାଷା (ନୂଆ) ଓଡ଼ିଶାକୁ ମଞ୍ଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ