Odia News Portal
Yearly Archives

2023

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି । ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା ଆଉ ଆଜି ୨ଟି ଗେଟ୍ ବନ୍ଦ କରାଯିବା ଫଳରେ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ବନ୍ୟାଜଳ ପ୍ରବେଶ କମିଥିବାରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ହୀରାକୁଦର ବାମ

ରାହୁଲଙ୍କ ବିବାଦୀୟ ବୟାନ ବାଦ

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଶବ୍ଦ ପ୍ରୟୋଗ ସଂସଦୀୟ ରେକର୍ଡ ରୁ ବାଦ | ସଂସଦୀୟ ରେକର୍ଡରୁ ବାଦ ଦେବାକୁ ବାଚସ୍ପତି ଓମ ବିର୍ଲା ଙ୍କ ନିର୍ଦେଶ | ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ମଣିପୁର ରେ ‘ଭାରତ ମାତା କୁ ହତ୍ୟା’ କରାଯାଇଛି ବୋଲି କହିଥିଲେ |

ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ: ମୁଖ୍ୟମନ୍ତ୍ରୀ

ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।

ପଞ୍ଚାୟତ ଉପନିର୍ବାଚନ: ୧୧ରେ ଗଣତି

ଶାନ୍ତିଶୃଙ୍ଖଳାର ସହ ଓଡ଼ିଶାର ଶେଷହୋଇଛି ପଞ୍ଚାୟତ ଉପନିର୍ବାଚନ । ଏକସଙ୍ଗେ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୬୪ ୱାର୍ଡମେମ୍ବର, ୯ ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହୋଇଛି । ଏହି ସବୁ ଆସନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ, ଇସ୍ତଫା, ଅଯୋଗ୍ୟତା କାରଣରୁ ଖାଲିପଡ଼ିଥିଲା ।

ପାଞ୍ଚ ବର୍ଷରେ ୪୩୦୦ କୋଟି ଆୟକର ଜମା କରିଛି ବିସିସିଆଇ

ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ଆୟକର ବାବଦରେ ପ୍ରାୟ ୪୩୦୦ କୋଟି ଟଙ୍କା ପୈଠ କରିଛି। ବିସିସିଆଇକୁ ଟିକସ ଛାଡ଼ ଦିଆଯାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି | ତେବେ ବିସିସିଆଇ ନିୟମିତ ଆୟକର ଜମା କରିଛି ବୋଲି କେନ୍ଦ୍ର ଅର୍ଥ

କଲେଜ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଡ଼ିଗ୍ରୀ କଲେଜ, ଶିକ୍ଷକ ଶିକ୍ଷା କେନ୍ଦ୍ର ଅଧକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି | ଗୁଣାତ୍ମକ ଶିକ୍ଷା ପାଇଁ କଲେଜର ସମସ୍ତ ତଥ୍ୟ ପ୍ରଦାନ ନିର୍ଦେଶ | ୭ ଦିନରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ |

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି । ହଷ୍ଟେଲ ବନ୍ଦ କୋଠରିରୁ ମିଳିଲା ମୃତ ଦେହ । ମୃତ ଛାତ୍ରୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକ । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ଏମଟେକ କରୁଥିଲେ । ଛାତ୍ରୀଙ୍କ ରୁମରୁ

ମିଳିଲା ଶୁଭଲକ୍ଷ୍ମୀଙ୍କ ସିଡିଆର୍ ରିପୋର୍ଟ

ବହୁ ଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ପୋଲିସକୁ ମିଳିଲା ମୃତ ଛାତ୍ରୀ ଲୁଭଲକ୍ଷ୍ମୀଙ୍କ ସିଡିଆର୍ ରିପୋର୍ଟ । ଗତ ୨ ମାସର ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡ ମିଳିଲା । ଶେଷ କଲ୍ କାହାର ଓ କାହାଠାରୁ ବେଶି କଲ୍ ଆସିଥିଲା ସେହି ବିଷୟରେ ତର୍ଜମା କରାଯିବ ।

 କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?

 କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ଏବି ସମୟରେ ସେ ଲୋକସଭାରେ ନିଜର ତର୍କ ରଖିଥିଲେ । କଂଗ୍ରେସ ଏହାରି ଭିତରେ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ ବେଳେ ତାଙ୍କୁ ସଂସଦ ଟିଭିର ପରଦାରେ କମ ସମୟ ଯାଏ ଦେଖିବାକୁ

ସଂସଦରେ ରାହୁଲଙ୍କ ଫ୍ଲାଇଙ୍ଗ କିସ ଅଭିଯୋଗ

ସଂସଦ ରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ ଦେଇଥିବା ଅଭିଯୋଗ | ଅଭିଯୋଗ କଲେ ବରିଷ୍ଠ ବିଜେପି ସାଂସଦ ରବିଶଙ୍କର ପ୍ରସାଦ | ରାହୁଲ ଗାନ୍ଧୀଙ୍କର କଣ ହୋଇଛି ବୋଲି ପ୍ରଶ୍ନ କଲେ ରବିଶଙ୍କର | ବହୁତ ମହିଳା ସଦସ୍ୟ ଥିଲେ , ରାହୁଲ ଙ୍କର ଏଭଳି କାର୍ଯ୍ୟ ପୀଡାଦାୟକ ବୋଲି କହିଛନ୍ତି | ରାହୁଲଙ୍କ