Odia News Portal
Yearly Archives

2023

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା

ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ। ବର୍ତ୍ତମାନ ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ

କୋର୍ଟରେ ଗୋପାଳ ଦାସ

ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର । ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କଲା ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କ ନିଯୁକ୍ତ କରିଥିଲେ କୋର୍ଟ । ପୂର୍ବ ଶୁଣାଣି ବେଳେ ଓକିଲ ନଥିବା ଗୋପାଳ କହିଥିଲା ।

ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ୍‌

ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଜଣିକିଆ ଖଣ୍ଡପୀଠ ରାୟ ଉପରେ ରହିତାଦେଶ ଲାଗିଛି। ଏହାସହ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ୍‌ କରାଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର

ଆଜି ବନକଲାଗି, ୫ଘଣ୍ଟା ବନ୍ଦରହିବ ଜଗାଦର୍ଶନ

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ନୀତି । ମହାପ୍ରଭୁଙ୍କର ବନକଲାଗି ପାଇଁ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ଅନ୍ତ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନୀତିକାନ୍ତି ସମ୍ପନ୍ନ ହେବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ

ଅନାସ୍ଥା ପ୍ରସ୍ତାବ ଉପରେ ଦୁଇଦିନିଆ ଆଲୋଚନା ଆରମ୍ଭ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ମଣିପୁର ହିଂସା ଓ ମହିଳା ବିବସ୍ତ୍ର ମାମଲାରୁ ଗୃହରେ ଆଲୋଚନା ଜାରି ରହିଛି । ଚର୍ଚ୍ଚା ପ୍ରାରମ୍ଭରୁ କେନ୍ଦ୍ର ସରକାରଙ୍କୁ ଘେରିଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ଗୋଟିଏ ପରେ

ସ୍ୱାମୀଙ୍କୁ ‘କଳା’ ବର୍ଣ୍ଣ ପାଇଁ ଅପମାନିତ କରିବା ନିଷ୍ଠୁରତା: କର୍ଣ୍ଣାଟକ ହାଇକୋର୍ଟ

ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ ଅପମାନିତ କରିବା ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ | ନିକଟରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ୪୧ ବର୍ଷିୟା ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିବା ସହ

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ୍‌ ସିଗ୍ନାଲ ଦେଇଛନ୍ତି।

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି,୫ ଘଣ୍ଟା ଦର୍ଶନ ବନ୍ଦ

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି। ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶ୍ରିଙ୍ଗାର କରାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ। ନାମଲେଖା ପରେ ଛାତ୍ରଛାତ୍ରୀ

କଟକ ଜିଲ୍ଲା ଗସ୍ତରେ ୫-ଟି ସଚିବ , ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶୃତି

କଟକ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିଛନ୍ତି । ଲୋକଙ୍କୁ ଭେଟିବା ସହ ଦରଖାସ୍ତ ଗ୍ରହଣ କରୁଛନ୍ତି ୫-ଟି ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର