ହୀରାକୁଦର ୧୦ଟି ଗେଟ୍ ବନ୍ଦ
ବନ୍ଦ ହେଲା ହୀରାକୁଦ ଡ୍ୟାମର ୧୦ଟି ସ୍ଲଇସ୍ ଗେଟ୍ ବନ୍ଦ । ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ହେଲା । ବନ୍ୟା ଜଳ ପ୍ରବେଶ କମିଥିବାରୁ ଗେଟ୍କୁ ବନ୍ଦ କରାଗଲା । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ।
Recover your password.
A password will be e-mailed to you.
Recover your password.
A password will be e-mailed to you.