ନକଲି ସେନା କ୍ୟାପ୍ଟେନ୍ ଗିରଫ
ସେନା କ୍ୟାପ୍ଟେନଙ୍କ ୟୁନିଫର୍ମ ପିନ୍ଧି ନିଜକୁ ଭାରତୀୟ ସେନାର ଜଣେ ଅଧିକାରୀ ବୋଲି କହୁଥିବା ଯୁବକଙ୍କୁ ଗିରଫ କରିଛି ଆମି ଇଣ୍ଟେଲିଜେନ୍ସ । ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଇ ଯୁବକ, ଯୁବତୀଙ୍କୁ ଠକୁଥିଲେ । ଏନେଇ ମାମଲା ରୁଜୁ ହେବା ପରେ ତାଙ୍କୁ ଯୋଧପୁର ରାଇକାବାଗ୍ ରେଲୱେ!-->…