Odia News Portal
Yearly Archives

2023

ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ, ଶୋ’ ରୁମ୍‌ ବନ୍ଦ

ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍‌ ଦୋକାନ ଗୁଡ଼ିକ ଖୋଲାଯାଇଛି । ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ଶୋ’ ରୁମ୍‌ ଗୁଡ଼ିକ ଖୋଲାଯାଇନାହିଁ । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଆଲୋଚନା ଜାରି ରହିଛି ।

ପୁରୀରେ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ

ପୁରୀରେ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ । ପୁରୀ ଜିଲ୍ଲା ର ସମସ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ । ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ । ବିନା ଅନୁମତିରେ ଛୁଟି ରେ ଯାଇପାରିବେନି କର୍ମଚାରୀ । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିବେ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବାକୁ ଥିବାବେଳେ ଶନିବାର ଦିନ ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ

ସାପ କାମୁଡ଼ାରେ ଯୁବକ ଗୁରୁତର

କଲମପୁର ବ୍ଲକ ଅନ୍ତର୍ଗତ ବଲାଗାଁର ଏକ ଚାଷ ଜମିରେ କାମ କଲାବେଳେ ନାଗ ସାପ ଦଂଶନର ଶିକାର ହୋଇଛନ୍ତି ଜନୈକ ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ସୂଚନା ଅନୁସାରେ ବଲାଗାଁ ଭିର୍କାପଡାର

ମୁଣ୍ଡଳିରେ ଆଜି ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏହା ପିକ୍‌ ସମୟ ହୋଇଥିବାରୁ ଆଜି ରାତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି କହିଛନ୍ତି। ଆସନ୍ତାକାଲି ସକାଳେ ବନ୍ୟା ଜଳ ଜଗତସିଂହପୁର,

ଆଜିଠୁ ଖୋଲିବ ମାର୍କେଟ୍‌ ବିଲ୍ଡିଂ

ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି । ବିଏମସି ସହ

ଲଗାଣ ବର୍ଷା ନେଲା ଜୀବନ

ଲଗାଣ ବର୍ଷା ନେଲା ଜୀବନ। ଦୁଇଟି ଘଟଣାରେ କାନ୍ଥ ଭୁଶୁଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି।ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାହବେଡ଼ାର ଗାଁରେ ବର୍ଷା ଭିଜିଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣଙ୍କ ଜୀବନ ଯାଇଛି। ମୃତକ ଏହି ଗ୍ରାମର 

ଲଗାଣ ବର୍ଷା ଯୋଗୁ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର

ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଂକେତ 5.50 ମିଟର ଥିବା ବେଳେ ଦିନ 2ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 5.85 ରେ ପ୍ରବାହିତ ହେଉଛି। ନଦୀର ଉପର ମୁଣ୍ଡା ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା,

ହରିୟାଣା ହିଂସା: ଭିଏଚପି ରାଲି ବେଳେ ଘୃଣା ଭାଷଣ ଓ ହିଂସା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଶ୍ୱ ହିନ୍ଦୁ ପରିଷଦର ରାଲି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ହରିୟାଣାର ନୁହରେ ଘଟିଥିବା ହିଂସା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ରାଲି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ପିଟିସନ

ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ ହେଲା ସ୍କୁଲ

ଚାରିଆଡ଼େ ଲାଗିରହିଛି ବର୍ଷା ବିତ୍ପାତ। ସବୁଠି ପ୍ରବଳ ବର୍ଷା ଯୋଗୁ ଲୋକେ ହଇରାଣ ହେଉଛନ୍ତି। କେଉଁଠି ଆପ୍ରୋଚ ରୋଡ ଭାସିଗଲାଣି ତ ଆଉ କେଉଁଠି ରାସ୍ତାରେ ୫/୬ ଫୁଟର ପାଣି। ପିଲାମାନେ ସ୍କୁଲ ଯିବାରେ ମଧ୍ୟ ନାନା ସମସ୍ୟା ଦେଖାଦେଇଛି। ସେଥିପାଇଁ ରାଜ୍ୟରେ ୧୪ ସ୍କୁଲ ବର୍ଷା ପାଇଁ ବନ୍ଦ